ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେହିଭଲି ରାଜ୍ୟରେ ସୁସ୍ଥ ହାର ମଧ୍ୟ ବଢୁଛି । ଆଜି ୧୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୪ ହଜାର ୭୪୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 137 #COVID19 patients have recovered and are being discharged on 28.6.2020.
33 from Ganjam
29 from Khurdha
22 from Cuttack
13 from Balasore
9 from Jajpur
6 from Kalahandi
4 from Bhadrak3 each from Mayurbhanj, Nayagarh & Puri
— H & FW Dept Odisha (@HFWOdisha) June 28, 2020
ଆଜି ଗଞ୍ଜାମରୁ ୩୩, ଖୋର୍ଦ୍ଧାରୁ ୨୯, କଟକରୁ ୨୨, ବାଲେଶ୍ୱରରୁ ୧୩, ଯାଜପୁରରୁ ୯, କଳାହାଣ୍ଡିରୁ ୬, ଭଦ୍ରକରୁ ୩, ମୟୁରଭଞ୍ଜ, ନୟାଗଡ, ପୁରୀରୁ ୩ ଜଣ ଲେଖାଏଁ, ବୌଦ୍ଧ, ଝାଡସୁଗୁଡା, ବରଗଡ ଓ କେନ୍ଦ୍ରପଡାରୁ ୨ ଜଣ ଲେଖାଏଁ, ଅନୁଗୁଳ, ବଲାଙ୍ଗିରୀ, ଜଗତସିଂହପୁର ଓ ନୂଆପଡାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬ ହଜାର ୬୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
2 each from Boudh, Baragarh, Jharsuguda & Kendrapara
1 each from Angul, Balangir, Jagatsinghpur & NuapadaThe total recovered cases of #Odisha now stand at 4743.
— H & FW Dept Odisha (@HFWOdisha) June 28, 2020