ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ସୁଧୁରିବାରେ ଲାଗିଛି । ଆଜି ରାଜ୍ୟରେ ୧୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ହଜାର ୮୬୩ ଜଣ ସୁସ୍ଥ ହୋଇଛନ୍ତି ।
Another 143 #Covid19 patients have recovered and are being discharged on 22.6.2020.
18 from Gajapati
15 from Baragarh
15 from Malkangiri
15 from Puri
12 from Bolangir
10 from Cuttack
9 from Khurdha
8 from Mayurbhanj
6 from Kendrapara
(1/2)— H & FW Dept Odisha (@HFWOdisha) June 22, 2020
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତିରୁ ୧୮, ବରଗଡରୁ ୧୫, ପୁରୀରୁ ୧୫, ବଲାଙ୍ଗିରୀରୁ ୧୨, କଟକରୁ ୧୦, ଖୋର୍ଦ୍ଧାରୁ ୯, ମୟୂରଭଞ୍ଜରୁ ୮, କେନ୍ଦ୍ରାପଡାରୁ ୬, ବାଲେଶ୍ୱର, ଢେଙ୍କାନାଳ ଓ ସମ୍ବଲପୁରରୁ ୫ ଜଣ ଲେଖାଏଁ, ଭଦ୍ରକଳ, ବୌଦ୍ଧ, ଜଗତସିଂହପୁର, ଯାଜପୁର ଓ କଲାହାଣ୍ଡିରୁ ୩ ଜଣ ଲେଖାଏଁ , କନ୍ଧମାଳ ଓ କେନ୍ଦୁଝରରୁ ୨ ଜଣ ଲେଖାଏଁ , ସୁନ୍ଦରଗଡରୁ ଜଣେ ଚିହ୍ନଟ ହୋଇଛନ୍ତି ।
5 each from Balasore, Dhenkanal and Sambalpur
3 each from Bhadrak, Boudh, Jagatsinghpur, Jajpur & Kalahandi
2 each from Kandhamal & Keonjhar
1 from Sundergarh.The total recovered cases of #Odisha now stand at 3863.
(2/2)— H & FW Dept Odisha (@HFWOdisha) June 22, 2020
ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୫ ହଜାର ୩୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କର ମୃତ୍ୟୁ ହୋଇଛି ।