ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୧୮୪ ଜଣ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ ୪ ହଜାର ୬୦୬ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 184 #COVID19 patients have recovered and are being discharged on 27.6.2020.
48 from Ganjam
45 from Khurdha
31 from Balasore
12 from Gajapati
10 from Bhadrak
6 from Jagatsinghpur
6 from Jharsuguda
5 each from Kendrapara & Puri
4 from Sundergarh
(1/2)— H & FW Dept Odisha (@HFWOdisha) June 27, 2020
ତେବେ ଆଜି ସୁସ୍ଥ ହୋଇ ଥିବାଙ୍କ ମଧ୍ୟରୁ ଗଞ୍ଜାମରୁ ୪୮, ଖୋର୍ଦ୍ଧାରୁ ୪୫, ବାଳେଶ୍ୱରରୁ ୩୧, ଗଜପତିରୁ ୧୨, ଭଦ୍ରକରୁ ୧୦, ଜଗତସିଂହପୁର ଓ ଝାଡସୁଗୁଡାରୁ ୬ ଜଣ ଲେଖାଏଁ, କେନ୍ଦ୍ରପଡା ଓ ପୁରୀରୁ ୫ ଜଣ ଲେଖାଏଁ, ସୁନ୍ଦରଗଡରୁ ୪, ବଲାଙ୍ଗୀରି ଓ କେନ୍ଦୁଝରରୁ ୩ ଜଣ ଲେଖାଏଁ, କଟକରୁ ୨, ଅନୁଗୁଳୁ, ଯାଜପୁର, କନ୍ଧମାଳ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।
3 each from Bolangir & Keonjhar
2 from Cuttack
1 each from Angul, Jajpur, Kandhamal & MayurbhanjThe total recovered cases of #Odisha now stand at 4606.
(2/2)— H & FW Dept Odisha (@HFWOdisha) June 27, 2020
ସୂଚନା ଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୬ ହଜାର ୩୫୦ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେହିଭଲି ରାଜ୍ୟରେ କରୋନା ଜନିତ ମୋଟ ୧୮ ଜଣଙ୍କର ମୃତ୍ୟୁ ହୋଇଛି ।