ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ ୫୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୧୦୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
COVID-19 REPORT FOR 2nd July
New Positive Cases: 561
In Quarantine: 425
Local Contacts: 136(Details of local contacts will be shared by concerned Dist Administration)
Dist Wise Cases
1. Bargarh: 21
2. Bhadrak: 1
3. Bolangir: 19
4. Cuttack: 81
5. Dhenkanal: 3
6. Ganjam: 283— I & PR Department, Odisha (@IPR_Odisha) July 3, 2020
ସେହିପରି ବରଗଡରୁ ୨୧, ଭଦ୍ରକରୁ ଜଣେ, ବଲାଙ୍ଗିରୀରୁ ୧୯, କଟକରୁ ୮୧, ଢେଙ୍କାନାଳରୁ ୩, ଜଗତସିଂହପୁରରୁ ୬, ଯାଜପୁରରୁ ୩, ଝାଡସୁଗୁଡାରୁ ୨, କଳାହାଣ୍ଡିରୁ ୫, କେନ୍ଦ୍ରାପଡାରୁ ୨, କେନ୍ଦୁଝରରୁ ୬, ଖୋର୍ଦ୍ଧାରୁ ୨୬, କୋରାପୁଟ ୪, ମୟୂରଭଞ୍ଜରୁ ୧୦, ପୁରୀରୁ ଜଣେ, ରାୟଗଡାରୁ ୭୬, ସମ୍ବଲପୁରରୁ ୮ ସୁନ୍ଦରଗଡରୁ ୩ ଓ ଏନଡିଆରଏଫ ରୁ ଜଣେ ସଂକ୍ରାମିତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରୁ ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫ ହଜାର ୫୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୫୬୭ଟି ସକ୍ରିୟ ମାମଲା ରହିଛି ।
7. Jagatsinghpur: 6
8. Jajpur: 3
9. Jharsuguda: 2
10. Kalahandi: 5
11. Kendrapada: 2
12. Keonjhar: 6
13. Khordha: 26
14. Koraput: 4
15. Mayurbhanj: 10
16. Puri: 1
17. Rayagada: 76
18. Sambalpur: 8
19. Sundargarh: 3
20. NDRF: 1— I & PR Department, Odisha (@IPR_Odisha) July 3, 2020