ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଆଜି ୭୩ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ହଜାର ୦୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 73 #COVID19 patients have recovered and are being discharged on 17.6.2020.
14 from Kandhamal
11 from Keonjhar
10 from Khurdha
9 from Bhadrak
7 from Jajpur
6 from Mayurbhanj
4 from Ganjam
3 from Cuttack
(1/2)— H & FW Dept Odisha (@HFWOdisha) June 17, 2020
ଆଜି କନ୍ଧମାଳରୁ ୧୪, କେନ୍ଦୁଝରରୁ ୧୧, ଖୋର୍ଦ୍ଧରୁ ୧୦, ଭଦ୍ରକରୁ ୯, ଯାଜପୁରରୁ ୭, ମୟୂରଭଞ୍ଜରୁ ୬, ଗଞ୍ଜାମରୁ ୪, କଟକରୁ ୩, ବାଲେଶ୍ୱର, ଜଗତସିଂହପୁର ଓ ଝାଡସୁଗୁଡାରୁ ୨ ଜଣ ଲେଖାଏଁ, ବଲାଙ୍ଗୀରିରୁ ଜଣେ ସୁସ୍ଥ ହୋଇଛନ୍ତି । ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪ ହଜାର ୩୩୮ ଜଣ କରୋନା ପଜେଟିଭ ଚିହ୍ନଟ ହୋଇସାରିଲେଣି ।
2 each from Balasore, Jagatsinghpur, Jharsuguda and Kalahandi
1 from Bolangir.The total recovered cases of #Odisha now stand at 3047.
(2/2)— H & FW Dept Odisha (@HFWOdisha) June 17, 2020