ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟ ପାଇଁ ଖୁସୀ ଖବର । ରାଜ୍ୟରେ ପୁଣି ଆଉ ୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Another 84 Covid patients have recovered and are being discharged.
24 are from Ganjam
18 from Jajpur
11 from Balasore
7 from Cuttack
6 from Bhadrak
5 from Kendrapara
4 each from Khordha and Puri
2 each from Nayagarh and Mayurbhanj, and
1 from Sundargarh.— H & FW Dept Odisha (@HFWOdisha) May 26, 2020
ଆଜି ସୁସ୍ଥ ହୋଇଥିବା ୮୪ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମର ରହିଛନ୍ତି । ସେହିଅନୁଯାୟୀ ଗଞ୍ଜାମର ୨୪ ଜଣ, ଯାଜପୁରର ୧୮ ଜଣ, ବାଲେଶ୍ୱରର ୧୧ ଜଣ, କଟକର ୭ ଜଣ, ଭଦ୍ରକର ୬ ଜଣ, କେନ୍ଦ୍ରାପଡାର ୫ ଜଣ, ଖୋର୍ଦ୍ଧାର ୪ ଜଣ, ପୁରୀର ୪ ଜଣ, ନୟାଗଡର ୨ ଜଣ, ମୟୂରଭଞ୍ଜର ୨ ଜଣ ଏବଂ ସୁନ୍ଦରଗଡର ଜଣେ ।