ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ମହାମାରୀ କରୋନାର ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାକ କରୋନା ଆକ୍ରାନ୍ତ ଚିହ୍ନଟ ହୋଉଛନ୍ତି । ଏହିଭଳି ସ୍ଥିତିରେ ଆଜି ମଧ୍ୟ ରାଜ୍ୟରେ ୩୮୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 5th September
New Positives Cases: 3810
In quarantine: 2286
Local contacts: 1524(Details of local contacts will be shared by concerned Dist Administration)
District Wise Cases
1. Angul: 73
2. Balasore: 120
3. Bargarh: 396
4. Bhadrak: 107
5. Balangir: 43— I & PR Department, Odisha (@IPR_Odisha) September 6, 2020
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୨୮୬ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୧୫୨୪ଟି ଲୋକାଲ କେସ ରହିଛି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଲାଇଲେ ରାଜ୍ୟରେ ମୋଟ ୧,୨୪,୦୩୧ଜଣ ଆକ୍ରାନ୍ତ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି ।
6. Boudh: 29
7. Cuttack: 322
8. Deogarh: 7
9. Dhenkanal: 51
10. Gajapati: 20
11. Ganjam: 108
12. Jagatsinghpur: 67
13. Jajpur: 252
14. Jharsuguda: 192
15. Kalahandi: 57
16. Kandhamal: 45
17. Kendrapada: 103
18. Keonjhar: 84
19. Khurda: 797
20. Koraput: 84
21. Malkangiri: 37— I & PR Department, Odisha (@IPR_Odisha) September 6, 2020
ଅନ୍ୟପଟେ କରୋନାର ସ୍ଥିତି ଖୋର୍ଦ୍ଧାରେ ସଙ୍ଗୀନ ହେବାରେ ଲାଗିଛି । ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବଧିକ ୭୯୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପରେ ପରେ ବରଗଡରୁ ୩୯୬ଜଣ , କଟକରୁ ୩୨୨ ଓ ଯାଜପୁରରୁ ୨୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 142
23. Nawarangpur: 78
24. Nayagarh: 62
25. Nuapada: 93
26. Puri: 117
27. Rayagada: 101
28. Sambalpur: 83
29. Sonepur: 106
30. Sundargarh: 34New Recoveries: 3443
Cumulative Tested: 2098401
Positive: 124031
Recovered: 93774
Active Cases: 29658— I & PR Department, Odisha (@IPR_Odisha) September 6, 2020