ନୁୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଚନ୍ଦ୍ରପୃଷ୍ଠରୁ ମୃତ୍ତିକା ଓ ଶିଳା ର ନମୁନା ସଂଗ୍ରହ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ଦିନ ଚନ୍ଦ୍ରପୃଷ୍ଠରେ ସଫଳତା ସହ ମହାକାଶଯାନ ଅବତରଣ କରିଥିବା ସୂଚନା ମିଳିଛି ।ଚାଙ୍ଗଲ ୫ ଲୁନାର ପ୍ରୋବ୍ ଚନ୍ଦ୍ରପୃଷ୍ଠରେ ଅବତରଣ କରୁଥିବା ସମୟରେ ଏହାର ଫଟୋ ସେୟାର କରିଛନ୍ତି ।
ନଭେମ୍ବର ୪ ତାରିଖରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରର ଉତ୍ପତ୍ତି ସମ୍ବନ୍ଧରେ ଅଧିକ ଜାଣିବାରେ ବୈଞ୍ଜାନିକ ମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଚନ୍ଦ୍ରପୃଷ୍ଠରୁ କିଛି ଉପାଦାନ ସଂଗ୍ରହ କରିବା ।
ଏହି ଅଭିଯାନ ସଫଳ ହେଲେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ରୁଷ ପରେ ଚନ୍ଦ୍ରରୁ ମୃତ୍ତିକା ଓ ଶିଳା ସଂଗ୍ରହ କରିବାରେ ଚୀନ ହେବ ବିଶ୍ପର ତୃତୀୟ ଦେଶ । ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଏହି ‘ଲ୍ୟାଣ୍ଡର୍’ ଯାନଟି ହେଉଛି ‘ଚାଙ୍ଗ୍ଇ-୫ ପ୍ରୋବ୍’ ମୁତୟନ କରିଥିବା କେତେଗୁଡ଼ିଏ ମହାକାଶଯାନରୁ ଗୋଟିଏ।
ଅବତରଣ କରିବା ପରେ ଲ୍ୟାଣ୍ଡର ଯାନଟି ତାର ରୋବୋଟିକ୍ ହାତରେ ଚନ୍ଦ୍ରପୃଷ୍ଠ ଖୋଳି ମୃତ୍ତିକା ଓ ଶିଳା ନମୁନା ସବୁକୁ ମହାକାଶଯାନକୁ ସ୍ଥାନାନ୍ତରିତ କରିବା ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024