ନୁୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଚନ୍ଦ୍ରପୃଷ୍ଠରୁ ମୃତ୍ତିକା ଓ ଶିଳା ର ନମୁନା ସଂଗ୍ରହ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ଦିନ ଚନ୍ଦ୍ରପୃଷ୍ଠରେ ସଫଳତା ସହ ମହାକାଶଯାନ ଅବତରଣ କରିଥିବା ସୂଚନା ମିଳିଛି ।ଚାଙ୍ଗଲ ୫ ଲୁନାର ପ୍ରୋବ୍ ଚନ୍ଦ୍ରପୃଷ୍ଠରେ ଅବତରଣ କରୁଥିବା ସମୟରେ ଏହାର ଫଟୋ ସେୟାର କରିଛନ୍ତି ।
ନଭେମ୍ବର ୪ ତାରିଖରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରର ଉତ୍ପତ୍ତି ସମ୍ବନ୍ଧରେ ଅଧିକ ଜାଣିବାରେ ବୈଞ୍ଜାନିକ ମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଚନ୍ଦ୍ରପୃଷ୍ଠରୁ କିଛି ଉପାଦାନ ସଂଗ୍ରହ କରିବା ।
ଏହି ଅଭିଯାନ ସଫଳ ହେଲେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ରୁଷ ପରେ ଚନ୍ଦ୍ରରୁ ମୃତ୍ତିକା ଓ ଶିଳା ସଂଗ୍ରହ କରିବାରେ ଚୀନ ହେବ ବିଶ୍ପର ତୃତୀୟ ଦେଶ । ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଏହି ‘ଲ୍ୟାଣ୍ଡର୍’ ଯାନଟି ହେଉଛି ‘ଚାଙ୍ଗ୍ଇ-୫ ପ୍ରୋବ୍’ ମୁତୟନ କରିଥିବା କେତେଗୁଡ଼ିଏ ମହାକାଶଯାନରୁ ଗୋଟିଏ।
ଅବତରଣ କରିବା ପରେ ଲ୍ୟାଣ୍ଡର ଯାନଟି ତାର ରୋବୋଟିକ୍ ହାତରେ ଚନ୍ଦ୍ରପୃଷ୍ଠ ଖୋଳି ମୃତ୍ତିକା ଓ ଶିଳା ନମୁନା ସବୁକୁ ମହାକାଶଯାନକୁ ସ୍ଥାନାନ୍ତରିତ କରିବା ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024