ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୯୨ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୩୬ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Dhenkanal: 1
8. Gajapati: 5
9. Ganjam: 3
10. Jagatsinghpur: 5
11. Jajpur: 5
12. Jharsuguda: 1
13. Kalahandi: 8
14. Kandhamal: 4
15. Kendrapada: 5
16. Keonjhar: 5
17. Khurda: 51
18. Mayurbhanj: 5
19. Nawarangpur: 3
20. Nayagarh: 6
21. Nuapada: 2
22. Puri: 12— I & PR Department, Odisha (@IPR_Odisha) September 24, 2022
23. Sambalpur: 13
24. Sonepur: 2
25. Sundargarh: 29
26. State Pool: 11New recoveries: 204
Cumulative tested: 33502100
Positive: 1332957
Recovered: 1322299
Active cases: 1417— I & PR Department, Odisha (@IPR_Odisha) September 24, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୨୦୪ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୨୯୫୭ ରହିଥିବା ବେଳେ ୧୪୧୭ ଜଣ ଚିକିତ୍ସିତ ହେଉଛନ୍ତି ।