ପୁରୀ(ଏଟିଆର ବ୍ୟୁରୋ): ଆଜିଠାରୁ ପୁରୀ ସେବାୟତମାନଙ୍କୁ ଦିଆଯିବ କୋଭିଡ ଟିକା । ସକାଳ ୧୦ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଏହି ଟିକାକରଣ ପ୍ରକ୍ରିୟା ଚାଲୁ ରହିବ । ଦୈଦିକ ୧୦୦ ଜଣଙ୍କୁ ଏହି ଟିକା ପ୍ରଦାନ କରାଯିବା ଲକ୍ଷ୍ୟ ରଖାଯାଇଛି ।
ଏହି ଟିକାକରଣରେ ୬୦ ବର୍ଷରୁ ଉଦ୍ଧ୍ୱର୍ ସେବାୟତ ଓ ଯେଉଁମାନେ ବହୁ ବିଧ ରୋଗରେ ପୀଡିତ ଥିବେ ସଥା କ୍ୟାନସର,ଡାଇବେଟିସ,ଉକ୍ତ ରକ୍ତ ଚାପ ଏବଂ ୪୫ ବଷଁରୁ ଅଧିକ ହୋଇôବା ବ୍ୟକ୍ତିମାନେ ଡି ଟିକା ନେଇପାରିବେ ।
କେବଳ ପୁରୁଷ ସେବାୟତଙ୍କୁଏହି ଟିକା ସୁବିଧାରେ ଉପବ୍ଧ ହେବ । ଟିକା ନେବା ପୂର୍ବରୁ ସେବାୟତମାନେ ତାଙ୍କର ଆଧାର କାର୍ଡ ସାଙ୍ଗରେ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।ଏଣିକି ରବିବାର ଛୁଟି ଦିନ ବ୍ୟତୀତ ଆଉ ଅନ୍ୟ ଦିନ ମାନଙ୍କରେ ଟିକା ଦିଆଯିବ ବୋଲି ଜଣାପଡିଛି ।