ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୪୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୬୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୬୧୮ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୩୩୪ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 133
8. Deogarh: 27
9. Dhenkanal: 13
10. Gajapati: 43
11. Ganjam: 27
12. Jagatsinghpur: 43
13. Jajpur: 73
14. Jharsuguda: 39
15. Kalahandi: 41
16. Kandhamal: 12
17. Kendrapada: 49
18. Keonjhar: 34
19. Khurda: 163
20. Koraput: 58
21. Malkangiri: 3
22. Mayurbhanj: 40— I & PR Department, Odisha (@IPR_Odisha) February 10, 2022
23. Nawarangpur: 35
24. Nayagarh: 59
25. Nuapada: 57
26. Puri: 37
27. Rayagada: 47
28. Sambalpur: 21
29. Sonepur: 27
30. Sundargarh: 139
31. State Pool: 36New recoveries: 3126
Cumulative tested: 28225602
Positive: 1273003
Recovered: 1248152
Active cases: 15980— I & PR Department, Odisha (@IPR_Odisha) February 10, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୩୧୨୬ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୭୩୦୦୩ ରହିଥିବା ବେଳେ ୧୫୯୮୦ ଜଣ ଚିକିତ୍ସିତ ହେଉଛନ୍ତି ।