ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୬୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୪ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୩ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 22nd March
New Positive Cases: 60
Of which 0-18 years: 13
In quarantine: 36
Local contacts: 24(Details of local contacts will be shared by concerned District)
1. Balasore: 6
2. Bhadrak: 1
3. Balangir: 4
4. Boudh: 3
5. Cuttack: 3
6. Gajapati: 4
7. Ganjam: 3— I & PR Department, Odisha (@IPR_Odisha) March 23, 2022
8. Jajpur: 5
9. Kendrapada: 3
10. Khurda: 6
11. Koraput: 4
12. Mayurbhanj: 3
13. Nayagarh: 1
14. Rayagada: 1
15. Sambalpur: 2
16. Sundargarh: 9
17. State Pool: 2New recoveries: 83
Cumulative tested: 30312394
Positive: 1287285
Recovered: 1277580
Active cases: 536— I & PR Department, Odisha (@IPR_Odisha) March 23, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୮୩ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮୭୨୮୫ ରହିଥିବା ବେଳେ ୫୩୬ ଜଣ ଚିକିତ୍ସିତ ହେଉଛନ୍ତି ।