କଟକ (ଏଟିଆର ବ୍ୟୁରୋ ) ; ତିତଲି ପାଇଁ ଯଜ୍ଞ । ବାତ୍ୟାକୁ ମାତ ଦେବ ହୋମଯଜ୍ଞ । ଆସୁଥିବା ବାତ୍ୟାରେ କିଛି କ୍ଷୟକ୍ଷତି ନ ହେବା ପାଇଁ ହୋଇଛି ହୋମଯଜ୍ଞର ଆୟୋଜନ । ଫୁଲ ଦମରେ ଲାଗି ପଡିଛନ୍ତି ଲୋକେ । ଭଗବାନଙ୍କ ପାର୍ଥନାରେ ବ୍ୟସ୍ତ ପୂରା ସହରବାସୀ । ଏଭଳି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି କଟକ ସହର ତେଲେଙ୍ଗା ବଜାରରେ । ଜୟ ଜଗନ୍ନାଥ ଚାରଣ ଗୋଷ୍ଠୀ ପକ୍ଷରୁ ଏଭଳି ହୋମ ଯଜ୍ଞର ଆୟୋଜନ କରାଯାଇଛି । ସାରା ରାଜ୍ୟ ସମେତ ବିଶେଷ କରି ତିତଲି ଦାଉରୁ କଟକ ସହର ରକ୍ଷା ପାଇବା ଆଶାରେ ପାର୍ଥନାରେ ବସିଛନ୍ତି କଟକବାସୀ । ଯଜ୍ଞସ୍ଥଳରେ ବହୁ ଲୋକଙ୍କ ସମାଗମ ହୋଇଛି । ସମସ୍ତେ ଆସୁଥିବା ବାତ୍ୟାରେ କିଛି କ୍ଷୟକ୍ଷତି ନ ହେଉ ବୋଲି ଆଶା କରି ଯଜ୍ଞକୁଣ୍ଡରେ ଘିଅ ଦେଇଛନ୍ତି । ସମ୍ପୁର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭଗବାନଙ୍କ ପୂଜାରେ ବ୍ୟସ୍ତ ରହିଛନ୍ତି ସ୍ଥାନୀୟ ଲୋକେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥନୀୟ ଲୋକେ ଏଭଳି ଉଦ୍ୟମକୁ ବହୁ ପ୍ରଶଂସା ମଧ୍ୟ କରିଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024