କଟକ (ଏଟିଆର ବ୍ୟୁରୋ ) ; ତିତଲି ପାଇଁ ଯଜ୍ଞ । ବାତ୍ୟାକୁ ମାତ ଦେବ ହୋମଯଜ୍ଞ । ଆସୁଥିବା ବାତ୍ୟାରେ କିଛି କ୍ଷୟକ୍ଷତି ନ ହେବା ପାଇଁ ହୋଇଛି ହୋମଯଜ୍ଞର ଆୟୋଜନ । ଫୁଲ ଦମରେ ଲାଗି ପଡିଛନ୍ତି ଲୋକେ । ଭଗବାନଙ୍କ ପାର୍ଥନାରେ ବ୍ୟସ୍ତ ପୂରା ସହରବାସୀ । ଏଭଳି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି କଟକ ସହର ତେଲେଙ୍ଗା ବଜାରରେ । ଜୟ ଜଗନ୍ନାଥ ଚାରଣ ଗୋଷ୍ଠୀ ପକ୍ଷରୁ ଏଭଳି ହୋମ ଯଜ୍ଞର ଆୟୋଜନ କରାଯାଇଛି । ସାରା ରାଜ୍ୟ ସମେତ ବିଶେଷ କରି ତିତଲି ଦାଉରୁ କଟକ ସହର ରକ୍ଷା ପାଇବା ଆଶାରେ ପାର୍ଥନାରେ ବସିଛନ୍ତି କଟକବାସୀ । ଯଜ୍ଞସ୍ଥଳରେ ବହୁ ଲୋକଙ୍କ ସମାଗମ ହୋଇଛି । ସମସ୍ତେ ଆସୁଥିବା ବାତ୍ୟାରେ କିଛି କ୍ଷୟକ୍ଷତି ନ ହେଉ ବୋଲି ଆଶା କରି ଯଜ୍ଞକୁଣ୍ଡରେ ଘିଅ ଦେଇଛନ୍ତି । ସମ୍ପୁର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭଗବାନଙ୍କ ପୂଜାରେ ବ୍ୟସ୍ତ ରହିଛନ୍ତି ସ୍ଥାନୀୟ ଲୋକେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥନୀୟ ଲୋକେ ଏଭଳି ଉଦ୍ୟମକୁ ବହୁ ପ୍ରଶଂସା ମଧ୍ୟ କରିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024