ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି ରାଜଧାନୀ ରେ ଚାଲିବ ବିଦ୍ୟୁତ ଚାଳିତ ବସ୍ ।ପରିବେଶ ସୁରକ୍ଷା କୁୂ ନଜର ରେ ରଖି ରାଜ୍ୟସରକାର ଏଭଳି ନିଷ୍ୱତ୍ତି ନେଇଛନ୍ତି । କରୋନା ମହାମାରୀ ପାଇଁ ବସ ଆସି ନ ପାରିବାରୁ ଏହାର କାର୍ଯ୍ୟକାରୀ ସଫଳ ହୋଇପାରି ନଥିଲା । ବସ ଗୁଡ଼ିକୁ ଚାର୍ଜ କରିବା ପାଇଁ ଗାଡ଼କଣା ନିକଟରେ ବିଦ୍ୟୁତ୍ ସବ୍ ଷ୍ଟେସନ କରାଯିବ । ଏବଂ ଏହା ସହ ୫୦ ଟି ବସ ରହିବା ପାଇଁ ଡ଼ିପୋ ନିର୍ମାଣ କରାଯିବ ।ସରକାର ୨୦୨୧ ଜାନୁୟାରୀ ଶେଷ ସୁଧା ୨୫ ଟି ବସ ଆଣିବେ ବୋଲି କହିଛନ୍ତି । ମାର୍ଚ୍ଚ ଶେଷ ସୁଧା ଆଉ ୨୫ ଟି ବସ ଆସିବ ବୋଲି କ୍ରୁଟ ପକ୍ଷରୁ ସୂଚନା ମିଳିଛି । ଫେବୃଆରୀ ପ୍ରଥମ ସପ୍ତାହରେ ଏହି ବସ ଗୁଡ଼ିକ ଚାଲିବ । ଏପ୍ରିଲ ପ୍ରଥମ ସପ୍ତାହରେ ମୋଟ୍ ୫୦ ଟି ବସ ଚାଲିବ । ବସ ଗୁଡ଼ିକ ର ଡ଼ିପୋ ନିର୍ମାଣ ପାଇଁ ଜାଗା ଚିହ୍ନଟ କରାଯାଇଛି । ହରିଆନାର ବସ ନିର୍ମାଣକାରୀ ପ୍ରତିନିଧି ଏହରା ପରିଦର୍ଶନ ପାଇଁ ଆସିବେ । ଏହା ପରେ ନିମାର୍ଣ କାର୍ଯ୍ୟ ଅରମ୍ଭ ହେବ ବୋଲି କୁହାଯାଇଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024