ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି ରାଜଧାନୀ ରେ ଚାଲିବ ବିଦ୍ୟୁତ ଚାଳିତ ବସ୍ ।ପରିବେଶ ସୁରକ୍ଷା କୁୂ ନଜର ରେ ରଖି ରାଜ୍ୟସରକାର ଏଭଳି ନିଷ୍ୱତ୍ତି ନେଇଛନ୍ତି । କରୋନା ମହାମାରୀ ପାଇଁ ବସ ଆସି ନ ପାରିବାରୁ ଏହାର କାର୍ଯ୍ୟକାରୀ ସଫଳ ହୋଇପାରି ନଥିଲା । ବସ ଗୁଡ଼ିକୁ ଚାର୍ଜ କରିବା ପାଇଁ ଗାଡ଼କଣା ନିକଟରେ ବିଦ୍ୟୁତ୍ ସବ୍ ଷ୍ଟେସନ କରାଯିବ । ଏବଂ ଏହା ସହ ୫୦ ଟି ବସ ରହିବା ପାଇଁ ଡ଼ିପୋ ନିର୍ମାଣ କରାଯିବ ।ସରକାର ୨୦୨୧ ଜାନୁୟାରୀ ଶେଷ ସୁଧା ୨୫ ଟି ବସ ଆଣିବେ ବୋଲି କହିଛନ୍ତି । ମାର୍ଚ୍ଚ ଶେଷ ସୁଧା ଆଉ ୨୫ ଟି ବସ ଆସିବ ବୋଲି କ୍ରୁଟ ପକ୍ଷରୁ ସୂଚନା ମିଳିଛି । ଫେବୃଆରୀ ପ୍ରଥମ ସପ୍ତାହରେ ଏହି ବସ ଗୁଡ଼ିକ ଚାଲିବ । ଏପ୍ରିଲ ପ୍ରଥମ ସପ୍ତାହରେ ମୋଟ୍ ୫୦ ଟି ବସ ଚାଲିବ । ବସ ଗୁଡ଼ିକ ର ଡ଼ିପୋ ନିର୍ମାଣ ପାଇଁ ଜାଗା ଚିହ୍ନଟ କରାଯାଇଛି । ହରିଆନାର ବସ ନିର୍ମାଣକାରୀ ପ୍ରତିନିଧି ଏହରା ପରିଦର୍ଶନ ପାଇଁ ଆସିବେ । ଏହା ପରେ ନିମାର୍ଣ କାର୍ଯ୍ୟ ଅରମ୍ଭ ହେବ ବୋଲି କୁହାଯାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024