ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡ଼ିଶାର ଯୋଗବ୍ୟାସ ଭୋଇ ୩ୟ ଏଭରେଷ୍ଟ ଗ୍ରୀନିଜ ବୁକ ଅଫ ୱାଲ୍ଡ ରେକର୍ଡ଼ରେ ସ୍ତାନ ପାଇଛନ୍ତି । ସେ ୧ ଘଣ୍ଟା ମଧ୍ୟରେ ପର୍ବତାରୋହୀ କରି ରେକର୍ଡ଼ ସୃଷ୍ଟି କରିଛନ୍ତି। ଅଗଷ୍ଟ ମାସରେ ଭାରତୀୟ ମାଉନଟେଂଡ଼ି ଟିମ୍ ପକ୍ଷରୁ ଏହି ପ୍ରତିଯୋଗିତା ହୋଇଥିଲା । ଭାରତରୁ ୩ରୁ ୪ ହଜାର ପର୍ବତାରୋହୀ ଭାଗ ନେଇଥିଲେ । ଏଥିରେ କଳାହାଣ୍ଡି ଜିଲ୍ଲାର ଯୋଗବ୍ୟାସ ୱାର୍ଡ଼ ରେକର୍ଡ଼ କରି ସାର୍ଟିଫିକେଟ ପାଇଥିଲେ । କଳ୍ପନା ଦାଶ ଓ ଗଣେଶ ଜେନାଙ୍କ ପରେ ଯୋଗବ୍ୟାସ ୩ୟ ପର୍ବତାରୋହୀ ହୋଇ ଓଡ଼ିଶାକୁ ଗର୍ବିତ କରିଛନ୍ତି । ସେ ରୂପା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟକରୁଛନ୍ତି । ତାମିଲନାଡ଼ୁର କୋଏମ୍ବାଟୁରସ୍ଥିତ ଟ୍ରାସକେଣ୍ଡ ଆଡ଼ଭେଞ୍ଚର ଏବଂ ସୋନ ଲିଓପୋଡ଼ ଏହି କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ । ଏହି ପର୍ବତାରୋହୀରେ ନେହେରୁ ପର୍ବାତରୋହଣ ସଂସ୍ଥାନ, ଜିମ୍ ପର୍ବାତାରୋହୀ ସଂସ୍ଥାନ, ବିଭାଗ ଏବଂ କେନ୍ଦ୍ର ପର୍ୟ୍ୟଟନ ଓ ସଂସ୍କୃତି ବିଭାଗ ଯୋଗବ୍ୟାସ ଙ୍କୁ ସହଯୋଗ କରିଥିଲେ । ଯୋଗବ୍ୟାସ ଏପର୍ଯ୍ୟନ୍ତ ୭ଯି ମହାଦେଶ ରୁ ୫ଟି ମହାଦେଶ ର ଉଚ୍ଚତମ ଗିରିଶୃଙ୍ଗ କୁ ଆରୋହଣ କରିଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024