ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡ଼ିଶାର ଯୋଗବ୍ୟାସ ଭୋଇ ୩ୟ ଏଭରେଷ୍ଟ ଗ୍ରୀନିଜ ବୁକ ଅଫ ୱାଲ୍ଡ ରେକର୍ଡ଼ରେ ସ୍ତାନ ପାଇଛନ୍ତି । ସେ ୧ ଘଣ୍ଟା ମଧ୍ୟରେ ପର୍ବତାରୋହୀ କରି ରେକର୍ଡ଼ ସୃଷ୍ଟି କରିଛନ୍ତି। ଅଗଷ୍ଟ ମାସରେ ଭାରତୀୟ ମାଉନଟେଂଡ଼ି ଟିମ୍ ପକ୍ଷରୁ ଏହି ପ୍ରତିଯୋଗିତା ହୋଇଥିଲା । ଭାରତରୁ ୩ରୁ ୪ ହଜାର ପର୍ବତାରୋହୀ ଭାଗ ନେଇଥିଲେ । ଏଥିରେ କଳାହାଣ୍ଡି ଜିଲ୍ଲାର ଯୋଗବ୍ୟାସ ୱାର୍ଡ଼ ରେକର୍ଡ଼ କରି ସାର୍ଟିଫିକେଟ ପାଇଥିଲେ । କଳ୍ପନା ଦାଶ ଓ ଗଣେଶ ଜେନାଙ୍କ ପରେ ଯୋଗବ୍ୟାସ ୩ୟ ପର୍ବତାରୋହୀ ହୋଇ ଓଡ଼ିଶାକୁ ଗର୍ବିତ କରିଛନ୍ତି । ସେ ରୂପା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟକରୁଛନ୍ତି । ତାମିଲନାଡ଼ୁର କୋଏମ୍ବାଟୁରସ୍ଥିତ ଟ୍ରାସକେଣ୍ଡ ଆଡ଼ଭେଞ୍ଚର ଏବଂ ସୋନ ଲିଓପୋଡ଼ ଏହି କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ । ଏହି ପର୍ବତାରୋହୀରେ ନେହେରୁ ପର୍ବାତରୋହଣ ସଂସ୍ଥାନ, ଜିମ୍ ପର୍ବାତାରୋହୀ ସଂସ୍ଥାନ, ବିଭାଗ ଏବଂ କେନ୍ଦ୍ର ପର୍ୟ୍ୟଟନ ଓ ସଂସ୍କୃତି ବିଭାଗ ଯୋଗବ୍ୟାସ ଙ୍କୁ ସହଯୋଗ କରିଥିଲେ । ଯୋଗବ୍ୟାସ ଏପର୍ଯ୍ୟନ୍ତ ୭ଯି ମହାଦେଶ ରୁ ୫ଟି ମହାଦେଶ ର ଉଚ୍ଚତମ ଗିରିଶୃଙ୍ଗ କୁ ଆରୋହଣ କରିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024