ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ସୁଭାଷଚନ୍ଦ୍ର ବୋଷଙ୍କ ୧୨୩ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ସ୍ୱାଧୀନତ ସଂଗ୍ରାମୀ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଟ୍ୱିଟ୍ ମାଧ୍ୟମରେ ମୋଦି, ସୁଭାଷଚନ୍ଦ୍ର ଭୋଷଙ୍କ ପିତାଙ୍କ ଡାଏରୀ କୁ ମନେପକାଇ ଲେଖିଛନ୍ତି, ଜାନୁଆରୀ ୨୩ ,୧୮୯୭ ରେ ଜାନକୀନାଥ ବୋଷ ତାଙ୍କ ଡାଏରୀ ଲେଖିଥିଲେ , ପୁଅ ଜନ୍ମ ଦ୍ୱିପ୍ରହରେ ହୋଇଛି । ଏହି ପୁଅ ଏକ ବାହାଦୂର ସ୍ୱାଧୀନତା ସଂଗ୍ରାମୀ ଏବଂ ବିଚାରକ । ଯିଏ ନିଜ ଜୀବନ ଏକ ମହାନ ଭାରତର ସ୍ୱତନ୍ତ୍ରତା ପାଇଁ ସମର୍ପିତ କରିଦେଇଛନ୍ତି । ଆମେ ତାଙ୍କ ଜୟନ୍ତୀ ଅବସରରେ ତାଙ୍କୁ ସ୍ମରଣ କରି ବହୁତ ଗର୍ବ ଅନୁଭବ ହେଉଛି ।
On 23rd January 1897, Janakinath Bose wrote in his diary, “A son was born at midday.”
This son became a valorous freedom fighter and thinker who devoted his life towards one great cause- India’s freedom.
I refer to Netaji Bose, who we proudly remember on his Jayanti today. pic.twitter.com/wp3UjudKJ4
— Narendra Modi (@narendramodi) January 23, 2020
କେବଳ ଏତିକି ନୁହେଁ ସୁଭାଷଚନ୍ଦ୍ର ଭୋଷଙ୍କୁ ସ୍ମରଣ କରି ମୋଦି ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ।
India will always remain grateful to Netaji Subhas Chandra Bose for his bravery and indelible contribution to resisting colonialism. He stood up for the progress and well-being of his fellow Indians. pic.twitter.com/otUlFanULs
— Narendra Modi (@narendramodi) January 23, 2020
ଅପରପେକ୍ଷ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ସ୍ମରଣ କରି ଟ୍ୱିଟ୍ କରିଛନ୍ତି ।
नेताजी सुभाष चंद्र बोस की जयन्ती पर उन्हें मेरा नमन। वे हमारे सबसे लोकप्रिय राष्ट्रनायकों और स्वतंत्रता संग्राम के महानतम सेनानियों में से हैं।
उनके कहने पर, लाखों भारतीय स्वतंत्रता आंदोलन में कूद पड़े और अपना सब कुछ बलिदान किया। उनकी वीरता और देशभक्ति हमें प्रेरणा देती रहेगी।
— President of India (@rashtrapatibhvn) January 23, 2020