ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତ ଦିନକୁ ଦିନ ବଢିବାକୁ ଲାଗିଛି । ରାଜ୍ୟ ମଧ୍ୟରେ ରାଜ୍ୟରେ ମୋଟ ୩, ୭୭୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୯୧ଜଣ କ୍ୱାରେଣ୍ଟାଇନ ସେଣ୍ଟର ହୋଇଥିବା ବେଳେ ୧୫୮୬ ହଉଛି ଲୋକାଲ କେସ ।
Covid-19 Report For 11th September
New Positives Cases: 3777
In quarantine: 2191
Local contacts: 1586(Details of local contacts will be shared by concerned Dist Administration)
District Wise Cases
1. Angul: 115
2. Balasore: 127
3. Bargarh: 139
4. Bhadrak: 67
5. Balangir: 51— I & PR Department, Odisha (@IPR_Odisha) September 12, 2020
6. Boudh: 26
7. Cuttack: 368
8. Deogarh: 14
9. Dhenkanal: 67
10. Gajapati: 13
11. Ganjam: 58
12. Jagatsinghpur: 100
13. Jajpur: 133
14. Jharsuguda: 70
15. Kalahandi: 70
16. Kandhamal: 49
17. Kendrapada: 148
18. Keonjhar: 78
19. Khurda: 815
20. Koraput: 98
21. Malkangiri: 26— I & PR Department, Odisha (@IPR_Odisha) September 12, 2020
ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୬୮୯୪ରେ ପହଞ୍ଚିଛି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୪୬୮୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୪୪୫୮ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୮୦୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୩୨୩୬୪୧ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।
22. Mayurbhanj: 58
23. Nawarangpur: 107
24. Nayagarh: 71
25. Nuapada: 73
26. Puri: 237
27. Rayagada: 75
28. Sambalpur: 112
29. Sonepur: 72
30. Sundargarh: 148
31. State Pool: 192New Recovery: 4061
Cumulative Tested: 2374620
Positive: 146894
Recovered: 112062
Active Case: 34163— I & PR Department, Odisha (@IPR_Odisha) September 12, 2020