ଭୁବନେଶ୍ୱର (ଏଟିଆର ବ୍ୟୁରୋ):ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଲାଗିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିବାରେ ଲାଗିଛି । ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ସର୍ବାଧିକ ୨୯୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ରାଜ୍ୟରେ ଆଜି ରେକର୍ଡ ସଂଖ୍ୟାକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କଥା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 15th August
New Positives Cases: 2924
In quarantine: 1815
Local contacts: 1109(Details of local contacts will be shared by concerned District Administration)
District Wise Cases
1. Angul: 37
2. Balasore: 127
3. Bargarh: 48
4. Bhadrak: 107
5. Balangir: 27— I & PR Department, Odisha (@IPR_Odisha) August 16, 2020
ଅନ୍ୟପଟେ ଆଜି ଏତେ ସଂଖ୍ୟାକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୬୦ହଜାର ପାର କରିଛି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୮୧୫ଜଣ କ୍ୱାରେଣ୍ଟାଇନ ସେଣ୍ଟର ହୋଇଥିବା ବେଳେ ୧୧୦୯ଟି ଲୋକାଲ କେସ ରହିଛି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ୪୮୮ଜଣ ଖୋର୍ଦ୍ଧା ଜିଲ୍ଲାର ରହିଛନ୍ତି । ସେହିପରି ଖୋର୍ଦ୍ଧା ପଛକୁ ଗଞ୍ଜାମରେ ୩୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
6. Boudh: 8
7. Cuttack: 189
8. Deogarh: 16
9. Dhenkanal: 40
10. Gajapati: 71
11. Ganjam: 318
12. Jagatsinghpur: 47
13. Jajpur: 200
14. Jharsuguda: 30
15. Kalahandi: 27
16. Kandhamal: 50
17. Kendrapada: 60
18. Keonjhar: 26
19. Khurda: 488
20. Koraput: 95
21. Malkangiri: 93— I & PR Department, Odisha (@IPR_Odisha) August 16, 2020
ତା ପରେ ଯାଜପୁର ଜିଲ୍ଲାରୁ ୨୦୦, କଟକରୁ ୧୮୯, ନୟାଗଡରୁ ୧୪୨, ମୟୂରଭଞ୍ଜରୁ ୧୩୬, ବାଲେଶ୍ୱରରୁ ୧୨୭, ଭଦ୍ରକ ଜିଲ୍ଲରୁ ୧୦୭ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା ସମୁଦାୟ ୬୦ହଜାର ଆକ୍ରାନ୍ତଙ୍କ ମଧ୍ୟରୁ ୪୦ହଜାର ୭୨୬ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୮,୯୨୮ଜଣ ଚିକିତ୍ସତ ହେଉଥିବା ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
22. Mayurbhanj: 136
23. Nawarangpur: 26
24. Nayagarh: 142
25. Nuapada: 20
26. Puri: 144
27. Rayagada: 116
28. Sambalpur: 37
29. Sonepur: 38
30. Sundargarh: 161New Recoveries: 1521
Cumulative Tested: 908508
Positive: 60050
Recovered: 40726
Active Cases: 18928— I & PR Department, Odisha (@IPR_Odisha) August 16, 2020