ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପ୍ରତ୍ୟେକ ଦିନ ନୂତନ କରୋନା ମାମଲା ସାମ୍ନାକୁ ଆସୁଛି । ଲଗାତର କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ଚାରି ହଜାର ଟପୁଥବା ବେଳେ ଏବେ ତିନି ହଜାର ତଳକୁ ଖସିଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାହାଫଳରେ ଏବେ ତଳ ମୁହାଁ କରୋନା ମିଟର । ସେହିଅନୁଯାୟୀ ରାଜ୍ୟରେ ଏବେ ପୁଣି ଆଉ ୨୯୯୫ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୩୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୨୫୮ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି । ସେନେଇ ନଜର ପକାନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଉପରେ ।
Covid-19 Report For 6th October
New Positives Cases: 2995
In quarantine: 1737
Local contacts: 1258(Details of local contacts will be shared by concerned District Administration)
District Wise Cases
1. Angul: 142
2. Balasore: 121
3. Bargarh: 93
4. Bhadrak: 28
5. Balangir: 94— I & PR Department, Odisha (@IPR_Odisha) October 7, 2020
22. Mayurbhanj: 92
23. Nawarangpur: 67
24. Nayagarh: 44
25. Nuapada: 74
26. Puri: 145
27. Rayagada: 17
28. Sambalpur: 138
29. Sonepur: 87
30. Sundargarh: 101
31. State Pool: 202New Recovery: 3817
Cumulative Tested: 3569600
Positive: 240998
Recovered: 210217
Active Cases: 29770— I & PR Department, Odisha (@IPR_Odisha) October 7, 2020
ଅନ୍ୟପଟେ ରାଜ୍ୟରୁ ପୁଣି ଆଉ ୩୮୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୦୯୯୮ କୁ ବୃଦ୍ଧି ପାଇଥିବା ବେଳେ ୨୧୦୨୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ଏବଂ ୨୯୭୭୦ ଜଣ ଚିକିତ୍ସିତ ହେଉଛନ୍ତି ।