ଭୁବନେଶ୍ୱର ( ଏଟିଅରାର ବ୍ୟୁରୋ) : କରୋନା ମହାମାରୀ କୁ ଦୃଷ୍ଟି ରେ ରଖି ରାଜଧାନୀ ଭୁବନେଶ୍ୱର ପାଇଁ ଜାରି ହୋଇଛି ନୂଆ ଗାଇଡ଼ ଲାଇନ । ରାଜଧାନୀ ରେ ବିବାହ ପାଇଁ ୧୦୦ ଏବଂ ଶୁଦ୍ଧି କାର୍ଯ୍ୟ ପାଇଁ ୫୦ ଜଣ ଲୋକଙ୍କ ପାଇଁ ଅନୁମତି ମିଳିଛି । କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆଶଙ୍କା ନେଇ ଏହି ନିୟମ ଜାରି କରାଯାଇଛି । ମାସ୍କ ପିନ୍ଧିବା ଓ ୬ଫୁଟ ଦୁରତା ବ୍ୟବଧାନ ମଧ୍ୟରେ ରହିବା ବାଧ୍ୟତାମୂଳକ । କୋଭିଡ଼ କଟକଣା ନିୟମ ମାନି ସମସ୍ତ କାର୍ଯ୍ୟ କରାଯିବ ବୋଲି ପରାମର୍ଶ ଦିଆଯାଇଛି । ଏବଂ ଏହା ସହିତ ସ୍ଥାନୀୟ ଥାନା ଓ ବିଏମସିର ଅନୁମତି ନେବା ଜରୁରୀ । ଗର୍ଭବତୀ ମହିଳା ଏବଂ ବୟସ୍କ ବ୍ୟକ୍ତି ଙ୍କୁ ବାରଣ କରାଯ।।ଇଛି ।ଆସନ୍ତା ୨୫ ତାରିଖରୁ ଏହି ନିୟମ ଲାଗୁ କରାଯିବ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024