ଭୁବନେଶ୍ୱର ( ଏଟିଅରାର ବ୍ୟୁରୋ) : କରୋନା ମହାମାରୀ କୁ ଦୃଷ୍ଟି ରେ ରଖି ରାଜଧାନୀ ଭୁବନେଶ୍ୱର ପାଇଁ ଜାରି ହୋଇଛି ନୂଆ ଗାଇଡ଼ ଲାଇନ । ରାଜଧାନୀ ରେ ବିବାହ ପାଇଁ ୧୦୦ ଏବଂ ଶୁଦ୍ଧି କାର୍ଯ୍ୟ ପାଇଁ ୫୦ ଜଣ ଲୋକଙ୍କ ପାଇଁ ଅନୁମତି ମିଳିଛି । କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆଶଙ୍କା ନେଇ ଏହି ନିୟମ ଜାରି କରାଯାଇଛି । ମାସ୍କ ପିନ୍ଧିବା ଓ ୬ଫୁଟ ଦୁରତା ବ୍ୟବଧାନ ମଧ୍ୟରେ ରହିବା ବାଧ୍ୟତାମୂଳକ । କୋଭିଡ଼ କଟକଣା ନିୟମ ମାନି ସମସ୍ତ କାର୍ଯ୍ୟ କରାଯିବ ବୋଲି ପରାମର୍ଶ ଦିଆଯାଇଛି । ଏବଂ ଏହା ସହିତ ସ୍ଥାନୀୟ ଥାନା ଓ ବିଏମସିର ଅନୁମତି ନେବା ଜରୁରୀ । ଗର୍ଭବତୀ ମହିଳା ଏବଂ ବୟସ୍କ ବ୍ୟକ୍ତି ଙ୍କୁ ବାରଣ କରାଯ।।ଇଛି ।ଆସନ୍ତା ୨୫ ତାରିଖରୁ ଏହି ନିୟମ ଲାଗୁ କରାଯିବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024