ରାଉରକେଲା (ଏଟିଆର ବ୍ୟୁରୋ): ୨୦୨୩ ମସିହାରେ ରାଉରକେଲାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସେନେଇ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଉରକେଲା ଗସ୍ତ କରିଛନ୍ତି ।
ସକାଳ ୧୦ ଟା ୪୮ ରେ ମୁଖ୍ୟ ଶାସନ ସଚିବ ଏବଂ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ସ୍ୱତନ୍ତ୍ର ବିମାନ ଯୋଗେ ରାଉରକେଲା ବିମାନ ବନ୍ଦରରେ ପହଁଚିଥିଲେ ।