ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ସମ୍ବନ୍ଧୀୟ ସଦ୍ୟତମ ସୂଚନା ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଲଞ୍ଚ କରାଯାଇଛି ହ୍ୱାଟ୍ସଆପ୍ କୋଭିଡ ହେଲ୍ପଡେସ୍କ ।
ମହାମାରୀ କରୋନା ସଂକ୍ରମିତ ସମସ୍ତ ତଥ୍ୟ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ହେଲ୍ପଡେସ୍କ ହ୍ୱାଟ୍ସଆପ୍ ନଂ ୯୩୩୭୯୨୯୦୦୦ ରେ ଆପଣ ହାଇ କିମ୍ବା bi.ly/OGCovidWhatsApp କ୍ଲିକ୍ କରିପରିବେ । ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି ।
#Odisha Government has launched its COVID Helpdesk on #WhatsApp.
Send 'Hi' on 9337929000 to receive all #COVID19 updates on WhatsApp or Click : https://t.co/VdqzEBujwD#OdishaFightsCorona pic.twitter.com/IvOUEGbg1R
— H & FW Dept Odisha (@HFWOdisha) April 22, 2020
କେବଳ ଏତିକି ନୁହେଁ କୋଭିଡ ୧୯ ସମ୍ବନ୍ଧିତ ନୂତନ ତଥ୍ୟ ପ୍ରସାର ପାଇଁ ଡାସବୋର୍ଡ ବି ସରକାର ଲଞ୍ଚ କରିଛନ୍ତି । ଏହି ଆପ୍ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପେଲ୍ ଷ୍ଟୋରରେ ଉପଲବ୍ଧ ଅଛି ।
#Odisha Government COVID Helpdesk for latest #COVID19 updates, information & statistics now available on your fingertips.
Dashboard: https://t.co/MT0KtnrnKO
PlayStore: https://t.co/cWuFLNh0yf#OdishaFightsCorona #COVID19 pic.twitter.com/qK7IGqfpXs
— H & FW Dept Odisha (@HFWOdisha) April 22, 2020