ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ରୋଗୀ ।
One more Covid patient of Bhubaneswar has recovered and tested negative for #COVID19. He is being discharged.
The total recovered cases in the State are now 38. #OdishaFightsCorona
— H & FW Dept Odisha (@HFWOdisha) April 28, 2020
ଭୁବନେଶ୍ୱରରୁ ସୁସ୍ଥ ହେଲେ ରୋଗୀ । ଏହାକୁ ମିଶାଇ ମୋଟ ୩୮ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ।