ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଆଉ ଏକ ଖୁସୀ ଖବର । ପୁଣି ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୩୦ ଜଣ କରୋନା ଆକ୍ରାନ୍ତ । ଏମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବା ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।
Another 30 #COVID19 patients have recovered and are being discharged.
20 are from Ganjam
5 are from Kendrapara
2 each from Balasore and Bhadrak and
1 from NayagarhThe total recovered cases of #Odisha now stand at 307. #OdishaFightsCorona
— H & FW Dept Odisha (@HFWOdisha) May 19, 2020
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣ , କେନ୍ଦ୍ରପଡାର ୫ ଜଣ, ବାଲଶ୍ୱେରର ୨ ଜଣ, ଭଦ୍ରକର ୨ ଜଣ ଏବଂ ନୟାଗଡରୁ 1 । ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ୩୦୭ ଜଣ ସୁସ୍ଥ ହୋଇସାରିଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।