ଭୁବନେଶ୍ୱର (ଏଟିଆର ବ୍ୟୁରୋ):ପାକିସ୍ତାନ ଏପରି ଏକ ଦେଶ ଯେଉଁଠ ି ସେଠାକାର ନେତା ଯେତେ ଅଧିକ ଭାରତ ବିଷୟରେ କହିବ ସେ ନେତା ଅଧିକ ଚର୍ଚ୍ଚାରେ ରହିବ ।ରାଜନେତା ମାନେ ଭାରତ ବିଷୟରେ ନ କହିଲେ କାଙ୍କୁ ପ୍ରଶଂସା ମିଳି ନଥାଏ । ପାକିସ୍ତାନ ରାଜନୀତିରେ କେବଳ ଭାରତ ବିରୋଧ ରେ ହିଁ ଗୁରୁତ୍ୱ ଦିଆଯାଇଥାଏ । ପାକିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀ ଏନେଇ ଗଣମାଧ୍ଧମରେ କହିଛନ୍ତି ।
ପାକିସ୍ତାନରେ ଭାରତ ବିରୋଧୀ ବୟାନ ଅଧିକ ବିକ୍ରି ହୋଇଥାଏ ବୋଲି ଇ୍ରମାନଙ୍କ ଘନିଷ୍ଟ ବନ୍ଧୁ ଆଶିକ୍ ଆୱାନ କହିଛନ୍ତି । ଏଠାରେ ଜନସାଧାରଣ ଙ୍କ ଚିନ୍ତାଧାରା ହେଉଛି ଭାରତ ବିରୋଧୀ ।ତେଣୁ ସେମାନଙ୍କର ଭାରତ ବିରୋଧରେ ନାରା ଅଧିକ ହୋଇଥାଏ । ଯାହଫେଳରେ ନେତାମାନେ ଭାରତ ବିରୋଧରେ ବାରମ୍ବାର ବୟାନ ଦେଇଥିଲେ । ପିଟିଆଇ ସରକାର ଆସିବା ପୂର୍ବରୁ ଇମ୍ରାନ ଖାନଙ୍କ “ମୁଭମେଣ୍ଟ ଫର ଚେଞ୍ଜ” ଅଭିଯାନରେ ଅୱାନା ଅଂଶଗ୍ରହଣ କରିଥିଲେ ।ଏହି ସମୟରେ ଇମ୍ରାନ ଖାନ ଏକ ମାସ ଧରି ଇସଲାମାବାଦକୁ ବନ୍ଦି କରି ରଖିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ରାଷ୍ଟ୍ରୀୟ ସ୍ୱୟଂ ସେବକ ଏବଂ ଭାରତୀୟ ମାନଙ୍କ ବିରୋଧରେ ଅନେକ ମିଥ୍ୟା ତଥ୍ୟ ଆଣିଥିଲେ ।
କାଶ୍ମୀର କୁ ନେଇ ଇମ୍ରାନ ଅନେକ ବୟାନ ମଧ୍ୟ ଦେଇଥିଲେ । ଏବଂ ସେ କହିଥିଲେ ଭାରତ କାଶ୍ମୀର କୁ ବେଆଇନ ଭାବେ ଦଖଲ କରି ସେଠାକାର ଲୋମକମାନଙ୍କର ମାନବିକ ଅଧିକାର କ୍ଷୁର୍ଣ୍ଣ କରୁଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024