ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ତୃଣମୂଳସ୍ତରରେ ସଂଗଠନ ମଜବୁତ ପାଇଁ ଅଣ୍ଟା ଭିଡିଛି ଦଳ । ଏହାସହିତ ଦଳ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ଏନେଇ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଛି ।
ଏଥିରେ ବରିଷ୍ଠ ନେତା ମାନଙ୍କୁ ଦିଆଯାଇଛି ୩୦ ଟି ଜିଲ୍ଲାର ଦାୟିତ୍ୱ । ଏପରିକି କିଛି ନେତାଙ୍କୁ ଦୁଇଟି ଲେଖାଏଁ ଜିଲ୍ଲାର ଦାୟିତ୍ୱ ମଧ୍ୟ ଦିଆଯାଇଛି । ତେବେ ନଜର ପକାନ୍ତୁ ଏହି ତାଲିକା ଉପରେ ।