ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବୁଧବାର ସଂନ୍ଧ୍ୟାରେ ବିଜେଡି ୯ ଲୋକସଭା ଏବଂ ୩୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । କାରଣ ବିଜେଡି ଟିକେଟ ପାଇବା ଆଶାରେ ବହୁ ତୁଙ୍ଗ ନେତା ନବୀନ ନିବାସରେ ଲମ୍ବା ଲାଇନ ଲଗାଇଥିଲେ । ତେବେ ଆସନ୍ତୁ ନଜର ପକାଇବା କାହାକୁ କେଉଁଠି ମିଳିଲା ଟିକେଟ ।
୯ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ
ଭୁବନେଶ୍ବର- ଅରୂପ ପଟ୍ଟନାୟକ
ବାଲେଶ୍ବର- ରବୀନ୍ଦ୍ର କୁମାର ଜେନା
ଭଦ୍ରକ- ମଞ୍ଜୁଲତା ମଣ୍ଡଳ
ମୟୂରଭଞ୍ଜ- ଦେବାଶିଷ ମାରାଣ୍ଡି
କେନ୍ଦ୍ରାପଡ଼ା- ଅନୁଭବ ମହାନ୍ତି
ଯାଜପୁର- ଶର୍ମିଷ୍ଠା ସେଠୀ
ଜଗତସିଂହପୁର- ରାଜଶ୍ରୀ ମଲ୍ଲିକ
ସମ୍ବଲପୁର- ନଳିନୀ ପ୍ରଧାନ
ପୁରୀ- ପିନାକୀ ମିଶ୍ର
୩୬ ବିଧାନସଭା ପ୍ରାର୍ଥୀ
ଭୋଗରାଇ-ଅନନ୍ତ ଦାସ
ରେମୁଣା- ସୁଧାଶୁଂ ଶେଖର ପରିଡ଼ା
ଭଣ୍ଡାରୀପୋଖରୀ- ପ୍ରଫୁଲ୍ଲ ସାମଲ
ବାସୁଦେବପୁର- ବିଷ୍ଣୁବ୍ରତ ରାଉତରାୟ
ଚାନ୍ଦବାଲି-ବ୍ୟମୋକେଶର ରାୟ
ସିମୁଳିଆ- ଜ୍ୟୋତିପ୍ରକାଶ ପାଣିଗ୍ରାହୀ
ବିଞ୍ଝାରପୁର- ପ୍ରମିଳା ମଲ୍ଲିକ
ଧର୍ମଶାଳା- ପ୍ରଣବ ବଳବନ୍ତରାୟ
ସୁକିନ୍ଦା- ପ୍ରୀତିରଞ୍ଜନ ଘଡ଼ାଇ
ପାଟକୁରା- ବେଦପ୍ରକାଶ ଅଗ୍ରୱାଲ
ମହାକାଳପଡ଼ା- ଅତନୁ ସବ୍ୟସାଚୀ ନାୟକ
ଆଳି- ପ୍ରତାପ ଦେବ
ମାହାଙ୍ଗା- ପ୍ରତାପ ଜେନା
ସାଲେପୁର- ପ୍ରଶାନ୍ତ ବେହେରା
ବ୍ରହ୍ମଗିରି- ସଞ୍ଜୟ ଦାସବର୍ମା
ସତ୍ୟବାଦୀ-ଉମାକାନ୍ତ ସାମନ୍ତରାୟ
ଋଣପୁର-ସତ୍ୟନାରାୟଣ ପ୍ରାଧାନ
ନୟାଗଡ଼-ଅରୁଣ ସାହୁ