ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ପାଖେଇ ଆସୁଛି ଦଶହରା । ଭକ୍ତଙ୍କ ମନ ମୋହିବାକୁ ସବୁ ପୂଜା ମଣ୍ଡପ କରିଛନ୍ତି କିଛି ନୂଆ ପ୍ରୟାସ । କିଏ ମେଢ଼କୁ ସଜାଇବାରେ ଲାଗିଛନ୍ତି ତ ଆଉନˆହି ତ୍ୱରଣ ପାଇଁ ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ମାତ୍ର ଭୋ÷ମନଗର ପୂଜା ମଣ୍ଡପ ଲୋକଙ୍କ ପାଇଁ ରଖିଛି ମନୋରଞ୍ଜନ ଖୋରାଗ ।
ଆଜି ସକାଳେ ଭୋ÷ମନଗର ପୂଜାମଣ୍ଡପ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ମୁଁ ବି ଗୀତ ଗାଇବି ପାଇଁ ଅଡିସନ । ଯାହାର ସଂଯୋଜକ ଅଛନ୍ତି ରାଜା ବାବୁ । ଏବଂ ଏହାକୁ ପରିଚାଳନା କରିଛନ୍ତି ପୂଜାମଣ୍ଡପର ସଭାପତି ପ୍ରମୋଦ କୁମାର ଏବଂ ସମ୍ପାଦକ ଶିବ ସୁଆର । ଏଠାରେ ଅନୁଷ୍ଠିତ ହୋଇଥିବା ଏହି ଅଡିସନରେ ଯେଉଁ ପ୍ରତିଯୋଗୀମାନେ ଭଲ କରିବେ ସେମାନ ୧୭ ତାରିଖରେ ଅନୁଷ୍ଠାନ ପକ୍ଷରୁ ଆୟୋଜନ କରାଯାଉଥିବା ସଙ୍ଗୀତ କାର୍ଯ୍ୟକ୍ରମରେ ଗୀତ ଗାଇବାର ସୁଯୋଗ ପାଇପାରିବ ।
କାରଣ ପୂର୍ବରୁ କୈାଣସି ବି ଅନୁଷ୍ଠାନ ଏଭଳି କରିନଥିଲେ । ମାତ୍ର ଏଥର ଏକ ନିଆରା ପ୍ରୟାସ କରିଛି ଭୈାମନଗର ପୂଜା କମିଟି ।
ରିପୋର୍ଟ ; ଗୁଣନିଧି ବେହେରା
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024