ଭୁବନେଶ୍ୱର (ଏଟିଆର ବୁରୋ) ; ସୂଚନା ଅଧିକାର ଦିବସରେ ଲୋକଙ୍କୁ ସଚେତନ କରିବା ପାଇଁ ଗତ କାଲି ଗଢ଼ିଥିବା ସୂଚନା ଅଧିକାର ରଥ ଆଜି ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିଛି । ପଦ ଯାତ୍ରା କରି ଛାତ ଛାତୀମାନେ ଲୋକଙ୍କ ପାଖରେ ପହଁଞ୍ଚିବା ସହ ସଚେତନ କରାଥିବାର ଦୃଶ୍ୟ ଆଜି ରାଜଧାନୀରେ ଦେଖିବାକୁ ମିଳିଛି ।
ଛାତ୍ର ଛାତ୍ରୀମାନେ ପଥପ୍ରାନ୍ତ ନାଟକ କରିଛନ୍ତି । ଯାହାଦ୍ୱାରା କି ଲୋକମାନେ ସହଜରେ ସୂଚନା ଅଧିକାର ସମ୍ପର୍କରେ ଜାଣିବା ସହ ଛାତ୍ରଛାତ୍ରୀଙ୍କ ଅଭିନୟର ମଜାକୁ ଉପଭୋଗ କରିଛନ୍ତି । ଆସନ୍ତା କାଲି ଏହି ରଥ କଟକ ସହର ବୁଲିବ ବୋଲି ସୂଚନା ଦେଇଛନ୍ତି ସୂଚନା ଅଧିକାରର ଆବାହକ ମନୋରଞ୍ଜନ ପଣ୍ଡା ।
ରିପୋର୍ଟ ; ଗୁଣନିଧି ବେହେରା
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024