ନୟାଗଡ (ଏଟିଆର ବ୍ୟୁରୋ) ; ପାଇଖାନା ଥିବ ଯାହାଙ୍କ ଘରେ ଝିଅ ବାହାଦେବି ତାଙ୍କରି ଘରେ । ଏଭଳି ଅନେକ ସଚେତନ ବାଣୀକୁ ନେଇ ନୟାଗଡ ଜିଲ୍ଳା ନୂଆଗାଁ ବ୍ଳକର ନୂଆଗାଁ,ମହିପୁର,ଶିଖରଗୋଛା,ଜିଗିନିପଡା ଏବଂ କୋଶଳାଙ୍ଗ ଆଦି ଅନେକ ଜାଗାରେ ଡାକ୍ତରଖାନା କର୍ମଚାରୀଙ୍କ ତତ୍ୱାବଧାନତାରେ ସଭା ଏବଂ ରାଲି ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଛନ୍ତି ।
ସାଧାରଣତଃ ଗାଁରେ ଲୋକମାନେ ପଦାରେ ମଳ ତ୍ୟାଗ କରିଥାନ୍ତି । ଯାହାଦ୍ୱାରା ଅନେକ ରୋଗ ହୋଇଥାଏ ଏବଂ ଲୋକମାନେ କିପରି ସଫା ସୁତୁରା ରହିବେ ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମହିପୁର ଡାକ୍ତରଖାନାର ବନମାଳି ପ୍ରଧାନ,ପବିତ୍ର ମୋହନ ପ୍ରଧାନ,ରଘୁନାଥ ନାଏକ,ସୁଶାନ୍ତ କୁମାର ଦାଶ ପ୍ରମୁଖ ଯୋଗଦେଇଥିଲେ । ଏମାନଙ୍କୁ ସହଯୋଗ କରିଥିଲେ ସ୍ଥାନୀୟ ଅଞ୍ଚଳର ଆଶାକର୍ମୀମାନେ ।
ରିପୋର୍ଟ ;ଗୁଣନିଧି ବେହେରା
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024