ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ଗୋଟାଏ ଦିନରେ ରାଜ୍ୟରେ ୨୨୫ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୭୨୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୯୬ ଜଣ କ୍ୱରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୨୯ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣପଡିଛି ।
COVID-19 REPORT FOR 12th JUNE
New positive cases: 225
In quarantine: 196
Local contacts: 29(Details of local contacts will be shared by concerned Districts Administration)
District Wise Cases
1. Jagatsinghpur: 13
2. Khordha: 19
3. Nayagarh: 7
4. Cuttack: 92
5. Dhenkanal: 7— I & PR Department, Odisha (@IPR_Odisha) June 13, 2020
ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୯୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୨୦, ଜଗତସିଂହପୁରରୁ ୧୩, ଖୋର୍ଦ୍ଧାରୁ୧୯, କନ୍ଧମାଳରୁ ୧୫, ବଲାଙ୍ଗୀରରୁ ୧୨, ନୟାଗଡ଼ରୁ ୭, ଢେଙ୍କାନାଳରୁ ୭, ବାଲେଶ୍ୱରରୁ ୨, ଅନୁଗୁଳରୁ ୧, ଭଦ୍ରକରୁ ୫, କଳାହାଣ୍ଡିରୁ ୩, ସୁନ୍ଦରଗଡ଼ରୁ୧, ପୁରୀରୁ ୧୫, କେନ୍ଦ୍ରାପଡ଼ାରୁ ୪, ମୟୂରଭଞ୍ଜରୁ ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
6. Balasore: 2
7. Angul: 1
8. Bhadrak: 5
9. Kalahandi: 3
10. Kandhamal: 15
11. Ganjam: 20
12. Sundargarh: 1
13. Puri:15
14. Bolangir: 12
15. Kendrapada: 4
16. Mayurbhanj: 9New recoveries: 120
Cumulative tested: 196456
Positive: 3723
Recovered: 2474
Active cases: 1236— I & PR Department, Odisha (@IPR_Odisha) June 13, 2020