ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ଫେବୃଆରୀ ୨୮ ସୁଦ୍ଧା ଶେଷ ହେବ ନିର୍ବାଚନ ପ୍ରକ୍ରିୟା । ଏହାପରେ ଆରମ୍ଭ ହୋଇପାରେ ପୌର ନିର୍ବାଚନ । ଆସନ୍ତା ଏପ୍ରିଲରେ ହୋଇପାରେ ପୌର ନିର୍ବାଚନ । ଏନେଇ ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିସନର ନିଷ୍ପତି ନେଇଥିବା ସୂଚନା ରହିଛି ।
ପୌରାଞ୍ଚାଳରେ ଭୋଟର ତାଲିକା ସଂଶୋଧନ ନେଇ ଚଳିତ ମାସରେ ପ୍ରକାଶ ହୋଇପାରେ ବିଜ୍ଞପ୍ତି ।