ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ ଆଜି ବିଧାନ ସଭାରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ତାଙ୍କ ପଦ ଓ ଗୋପନୀୟତାର ଶପଥପାଠ ଉପବାଚସ୍ପତି ରଜନୀକାନ୍ତ ସିଂ କରାଇଛନ୍ତି ।
ଝାରସୁଗୁଡା ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେବା ପରେ ନବୀନ ନିବାରସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆର୍ଶିବାଦ ନେଇଥିଲେ ଦୀପାଳି । ଏହାପରେ ଆଜି ବିଧାନ ସଭାରେ ସେ ଶପଥ ନେଇଛନ୍ତି ।