ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପୁଣି ଆଉ ୪୯୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୫୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୪୦ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
COVID-19 REPORT FOR 3rd July
New Positive Cases: 495
In Quarantine: 355
Local Contacts: 140(Details of local contacts will be shared by concerned Dist Administration)
District Wise Cases
1. Angul: 24
2. Balasore: 13
3. Bargarh: 2
4. Bhadrak: 12
5. Cuttack: 13— I & PR Department, Odisha (@IPR_Odisha) July 4, 2020
ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୪୯୫ ଜଣଙ୍କ ମଧ୍ୟରୁ ଅନୁଗୁଳର ୨୪, ବାଲେଶ୍ୱରର ୧୩, ବରଗଡର ୨, ଭଦ୍ରକର ୧୨, କଟକର ୧୩, ଢେଙ୍କାନାଳର ୧, ଗଜପତିର ୭, ଗଞ୍ଜାମର ୨୧୬, ଜଗତସିଂହପୁରର ୧୨, ଯାଜପୁରର ୧, ଝାରସୁଗୁଡାର ୮, କନ୍ଧମାଳର ୮, କେନ୍ଦ୍ରାପଡାର ୧୧, କେନ୍ଦୁଝରର ୫, ଖୋର୍ଦ୍ଧାର ୫୦, କୋରାପୁଟର ୫, ମାଲକାନାଗିରିର ୫, ମୟୂରଭଞ୍ଜର ୨୮, ନବରଙ୍ଗପୁରର ୧୧, ନୟାଗଡର ୧, ପୁରୀର ୧୮ , ସମ୍ବଲପୁରର ୬, ସୋନପୁରର ୨ ଏବଂ ସୁନ୍ଦରଗଡର ୩୬ ।
22. Sambalpur: 6
23. Sonepur: 2
24. Sundergarh: 36New Recoveries: 203
Cumulative Tested: 287090
Positive: 8601
Recovered: 5705
Active Cases: 2853— I & PR Department, Odisha (@IPR_Odisha) July 4, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧ କୁ ବୃଦ୍ଧି ପାଇଛି । ସେଥିରୁ ୫୭୦୫ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨୮୫୩ ଜଣ ଚିକିତ୍ସିତ ହେଉଛନ୍ତି ।