ବ୍ରହ୍ମପୁର (ଏଟିଆର ବ୍ୟୁରୋ) ; ଗଞ୍ଜାମ ଜିଲ୍ଳା ପ୍ରଶାସନ ପକ୍ଷରୁ ବନ୍ୟା ବିପର୍ଣ୍ଣଙ୍କ ପାଖରେ ପହଁଞ୍ଚିଛି ରିଲିଫ । ଜିଲ୍ଲାର ଆସ୍କା ଓ ପୁରୁଷୋତ୍ତମପୁର ବ୍ଳକରେ ପହଁଞ୍ଚିଛି ରିଲିଫ । ବିଶାଖାପାଟଣାମର ଦୁଇଟି ନୈାସନାର ଦୁଇଟି ହେଲିକପ୍ଟର ଯୋଗେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରୁ ବନ୍ୟାତ୍ଳକୁ ପଠାଯାଇଛି ।
ରିଲିଫ ସାମଗ୍ରୀ ମଧ୍ୟରେ ଚୁଡା ଗୁଡ କ୍ୟାଣ୍ଡେଲ ପାଣି ବୋତଲ ଇତ୍ୟାଦି ଦେଇଥିବା ଦେଖିବାକୁ ମିଳିଛି । ଆସ୍କା ଏବଂ ପୁରୁଷୋତ୍ତମପୁର ଅଞ୍ଚରେ ୫ ହଜାର ପ୍ୟାକେଟ ସାମଗ୍ରୀ ସହ ପ୍ରତ୍ୟେକ ପରିବାରକୁ ଦୁଇ ଦିନର ଖାଇବା ଦିଆଯାଇଛି । ରିଲିଫ ବାଣ୍ଟିବା ସମୟରେ ଜିଲ୍ଲାପାଳ,ଏପିଡିଏବଂ ରଙ୍ଗେଇଲୁଣ୍ଡା ବିଡିଓ ଉପସ୍ଥିତଥିଲେ ।