ଭୁବନେଶ୍ୱର(ଏଟିଆର ବ୍ୟୁରୋ); ରାଜ୍ୟ ସ୍ତରିୟ ରେଲୱେ ସୁରକ୍ଷାକୁ ନେଇ ଡିଜିପି ଆରପି ଶର୍ମାଙ୍କ ଅଧ୍ୟକ୍ଷତାରେ ରାଜଧାନୀସ୍ଥିତ ଡିଜିପିଙ୍କ କ୍ୟାମ୍ପଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ହୋଇଥିବା ଏହି ବୈଠକରେ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ,ସଦନ ଇଷ୍ଟନ ରେଲୱେ,ସଦନ ଇଷ୍ଟନ ସେଣ୍ଟ୍ରୋଲ ରେଲୱେ,ଇଷ୍ଟନ ରେଲୱେର ବରିଷ୍ଠ ଅଧିକାରୀ ଏବଂ କଟକ ଓ ରାଉରକେଲାର ଏସଆରପିଙ୍କ ସମେତ ଅନେକ ଅଫିସର ମଧ୍ୟ ଆୟୋଜିତ ବୈଠକରେ ଯୋଗଦେଇଥିଲେ । ରେଲୱେ କର୍ମଚାରୀଙ୍କୁ ସୁରକ୍ଷା,ଭିଆଇପିଙ୍କୁ ସୁରକ୍ଷା,ଡିଆରପିଏଫ ଏବଂ ଆରପିଏଫଙ୍କ ମଧ୍ୟରେ କିପରି ସୁସମ୍ପର୍କ ରହିବ ସେ ନେଇ ଏଭଳି ଏକ ବୈଠକ ଆୟୋଜନ କରାଯାଇଥିଲା । ସୁମସମ୍ପର୍କ ରକ୍ଷାକରିବା ଏହାର ମୂଳ ଉଦ୍ଦେଶ୍ୟ । ସେପଟେ ସବୁ ରେଲୱେ ଷ୍ଟେସନରେ ନୂଆ କର୍ମଚାରୀ ନିଯୁକ୍ତି ଏବଂ ସିସିଟିଭି ଯାଞ୍ଚକରିବା ସହ ନୂଆ ସିସିଟିଭି ଲଗାଇବା ଏବଂ ନୂଆ ମେସିନ ଲଗାଇ ଚେକ କରାଯିବ ବୋଲି ଆୟୋଜିତ ବୈଠକରେ ଆଲୋଚନା ହୋଇଥିଲା ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024