ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭୁବନେଶ୍ୱରର ସୁନ୍ଦରପଦା ସମେତ ବେଗୁନିଆ ଏବଂ ଯଦୁପୁରକୁ ସିଲ୍ କରିଛି ବିଏମସି । ଏହି ଅଞ୍ଚଳକୁ ଯେପରି କେହି ପ୍ରବେଶ ନକରନ୍ତି ସେନେଇ ବିଏମସି ନୋଟିସ ଜାରି କରିଛି । ଏହି ଅଞ୍ଚଳକୁ ଅବରୋଧ ଘୋଷଣା କରାଯାଇଛି ।
ଏହାସହିତ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଥିବା ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏହି ଅଞ୍ଚଳର କୌଣସି ବ୍ୟକ୍ତି ଘରୁ ବାହାରକୁ ବାହାରି ପାରିବେ ନାହିଁ । ଏଠାରେ ପ୍ରଶାସନ ପକ୍ଷରୁ ଜରୁରୀ ସାମାଗ୍ରୀ ଏବଂ ଔଷଧ ଯୋଗାଇ ଦିଆଯିବ । ଏହି ଦାୟିତ୍ୱରେ ବିଏମସିର ୪ ଅଧିକାରୀ ରହିଛନ୍ତି ।
ଦାୟିତ୍ୱରେ ରହିଥିବା ଅଧିକାରୀ ମାନେ ହେଲେ :
– ଦେବିକାରାଣୀ ଧାମିଲ, ସାନିଟେସନ ପାଇଁ (ଫୋନ୍ ନଂ- ୯୪୩୭୦୨୮୯୪୫)
– ଡ.ଦେବଜିତ ପରିଡା , ଆକ୍ଟିଭ ସରଭାଇଲେନ୍ସ (ଫୋନ୍-୭୦୭୭୩୨୪୭୪୫)
– କମଲଜୀତ ଦାସ, ଯୋଗଣ (ଫୋନ୍-୮୩୨୮୯୨୦୧୨୮)