ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନାର ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି । ତେବେ ଆଜି ରାଜ୍ୟରେ ପୁଣି ୨୪ଘଣ୍ଟା ମଧ୍ୟରେ ୩୬୩୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨୨୧୪ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୪୧୭ଜଣ ସ୍ଥାନୀୟ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।
Covid-19 Report For 2nd September
New Positives Cases: 3631
In quarantine: 2214
Local contacts: 1417(Details of local contacts will be shared by concerned Dist Administration)
District Wise Cases
1. Angul: 41
2. Balasore: 114
3. Bargarh: 238
4. Bhadrak: 186
5. Balangir: 39— I & PR Department, Odisha (@IPR_Odisha) September 3, 2020
Covid-19 Report For 2nd September
New Positives Cases: 3631
In quarantine: 2214
Local contacts: 1417(Details of local contacts will be shared by concerned Dist Administration)
District Wise Cases
1. Angul: 41
2. Balasore: 114
3. Bargarh: 238
4. Bhadrak: 186
5. Balangir: 39— I & PR Department, Odisha (@IPR_Odisha) September 3, 2020
6. Boudh: 27
7. Cuttack: 370
8. Deogarh: 11
9. Dhenkanal: 56
10. Gajapati: 9
11. Ganjam: 107
12. Jagatsinghpur: 79
13. Jajpur: 127
14. Jharsuguda: 80
15. Kalahandi: 27
16. Kandhamal: 44
17. Kendrapada: 85
18. Keonjhar: 80
19. Khurda: 722
20. Koraput: 93
21. Malkangiri: 55— I & PR Department, Odisha (@IPR_Odisha) September 3, 2020
ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲାରେ କରୋନାର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି । ଆଜି ପୁଣି ଖୋର୍ଦ୍ଧାରୁ ୭୨୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୭୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜରୁ ୩୬୫ଜଣ, ରାୟଗଡାରୁ ୧୧୧ଜଣ, ଗଞ୍ଜାମରୁ ୧୦୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ଆଜି ଏତେ ସଂଖ୍ୟାକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ରାଜ୍ୟରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୩,୪୧୧ରେ ପହଞ୍ଚିଛି । ସେଥିମଧ୍ୟରୁ ୨୮,୭୬୩ଜଣଙ୍କର ଚିକିତ୍ସା ଜାରି ରହିଛି ।
22. Mayurbhanj: 365
23. Nawarangpur: 46
24. Nayagarh: 100
25. Nuapada: 49
26. Puri: 157
27. Rayagada: 111
28. Sambalpur: 68
29. Sonepur: 50
30. Sundargarh: 95New Recoveries: 3303
Cumulative Tested: 1950591
Positive: 113411
Recovered: 84073
Active Cases: 28763— I & PR Department, Odisha (@IPR_Odisha) September 3, 2020