ଅନୁଗୁଳ(ଏଟିଆର ବ୍ୟୁରୋ):ବର୍ତ୍ତମାନ ଲଘୁଚାପ ପାଇଁ ରାଜ୍ୟରେ ବର୍ଷା ଲାଗି ରହିଛି ଓ ଏହା ସହିତ ଜଳ ସ୍ଥର ମଧ୍ୟ ବଢିବାରେ ଲାଗିଛି । ଯାହାଫଳରେ ଆଜି ରେଙ୍ଗାଳି ଡ୍ୟାମର ଗୋଟିଏ ଏବଂ ସମଲ ବ୍ୟାରେଜର ୭ ଟି ଗେଟ୍ ଖୋଲା ଯାଇଛି । ଦୁଇଟି ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ଛଡାଯାଇଛି । ତେବେ ବ୍ରାହ୍ମଣୀରେ ଜଳସ୍ତର ବଢୁଥିବାରୁ ଗେଟ୍ ଖୋଲାଯାଇଛି । ସେହିପରି ବନ୍ୟାଜଳକୁ ନଦୀ କୁଳରେ ସତର୍କ ରହିବାକୁ ନିବେଦନ କରାଯାଇଛି। ଅନୁଗୁଳ ଜିଲ୍ଲାରେ ରେକର୍ଡ ସଂଖ୍ୟକ ୭୧୩.୬ ମିଲିମିଟର ବର୍ଷା ଜଳ ରେକର୍ଡ କରାଯାଇଛି ।
ଅନୁଗୁଳ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଜିଲ୍ଲାର ସମସ୍ତ ୮ ଟି ବ୍ଲକରେ ୭୧୩.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ରେଙ୍ଗାଳି ଡ୍ୟାମର ଗୋଟିଏ ଗେଟ ଖୋଲିଛି । ଜଳ ଭଣ୍ଡାରକୁ ୫୭୦୦ ଘନ ମିଟର ପ୍ରତି ସେକେଣ୍ଡ ଜଳ ପ୍ରଵେଶ କରୁଥିବା ବେଳେ ଗେଟ ଦେଇ ୨୦୫୭ ଘନ ମିଟର ପ୍ରତି ସେକେଣ୍ଡ ଜଳ ନିଷ୍କାସନ ହେଉଛି । ତେବେ ଡ୍ୟାମରେ ବର୍ତ୍ତମାନ ଜଳସ୍ତର ୧୨୨.୧୫ ମିଟର ରହିଛି। ଜଳ ଭଣ୍ଡାରକୁ ୪୫୦୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ତଳ ମୁଣ୍ଡରେ ୩୭୦୦ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024