ମୁମ୍ବାଇ(ଏଟିଆର ବ୍ୟୁରୋ): ବଲିଉଡର ଷ୍ଟାଇଲିଷ୍ଟ ଷ୍ଟାର ହ୍ରିତିକ ରୋସନ । ନିଜ ଅଭିନୟ ବଳରେ ସବୁବେଳେ ଦର୍ଶକଙ୍କ ମନ ଜିଣିଛନ୍ତି । ସେ ସବୁବେଳେ ଅନ୍ୟ ଅଭିନେତା ଓ ଅଭିନେତ୍ରୀଙ୍କୁ ଉତ୍ସାହିତ କରିଆସିଛନ୍ତି । ହ୍ରିତିକ ଇଂଷ୍ଟାଗ୍ରାମରେ ଲାଇଭ ଆସିଥିବା ବେଳେ ବିଦ୍ୟୁତ ତାଙ୍କ ସହ ଲାଇଭ୍ ଚାଟରେ ଯୋଗ ଦେଇଥିଲେ । ବିଦ୍ୟୁତଙ୍କ ଖୁଦା ହାଫିସ ଫିଲ୍ମ ଏବେ ଦର୍ଶକମାନଙ୍କୁ ପସନ୍ଦ ଆସୁଥିବେ ବେଳେ ବିଦ୍ୟୁତଙ୍କ ଅଭିନୟକୁ ନେଇ ଅଷ୍ଟାଗ୍ରାମ ଲାଇଭରେ ତାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ହ୍ରିତିକ ରୋସନ । ଏହା ପରେ ହ୍ରିତିକ ବିଦ୍ୟୁତଙ୍କ ଆକ୍ସନ ଓ ଡ୍ୟାନ୍ସର ମଧ୍ୟ ପ୍ରଶଂସା କରିଥିଲେ । ତାଙ୍କ ମା’ବିଦ୍ୟୁତଙ୍କ ଅଭିନୟକୁ ଅଧିକ ଭଲ ପାଆନ୍ତି ବୋଲି ସେ କହିଥିଲେ । ହ୍ରିତିକ ବିଦ୍ୟୁତଙ୍କୁ ଅଭିନୟ ପାଇଁ ଭଲ ଟିପ୍ସ ମଧ୍ୟ ଦେଇଥିଲେ ଓ ଆଗକୁ ତାଙ୍କର ଅଭିନୟ କ୍ୟାରିଅର ଭଲ ହେଉ ବୋଲି କାମନା କରିଥିଲେ । ଉଭୟ ଷ୍ଟାର ପରସ୍ପରକୁ ପ୍ରଶଂସା କରିବା ସହିତ ଅନେକ ଦିନ ପରେ ଲାଇଭ ଆସି ନିଜ ଅନୂଭୁତିକୁ ସେୟାର କରି ଖୁସି ଅନୁଭବ କରିଥିଲେ ବୋଲି କହିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024