ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ଲୋକଙ୍କ ପାଖରେ ଆର୍ଥିକ ସମସ୍ୟା ଦେଖାଦେଇଥାଏ । ସେମାନେ ଯେତେ ଆୟ କଲେ ମଧ୍ୟ ପାଖରେ ଟଙ୍କାଟିଏ ସଞ୍ଚୟ ହୋଇ ରୁହେ ନାହିଁ । ଫଳରେ ତାଙ୍କୁ ଅନେକ ସମସ୍ୟାର ସମୁଖୀନ ହେବାକୁ ପଡିଥାଏ । ଆପଣମାନେ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି କି? ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । ଆମେ ଆଜି ଆପଣଙ୍କୁ କିଛି ଏଭଳି ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ତାକୁ ଦିନକୁ ୧୦୮ ଥର ଯପ କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ ।
ମନ୍ତ୍ର:
– ଓଁ ବିଷ୍ଣୋବେ ନମଃ
– ଓଁ ନମୋ ନାରାୟଣଃ
– ଓଁ ମହାଲକ୍ଷେ୍ମø ନମଃ
– ଓଁ ନମୋ ଭଗବତେ ବାସୁଦେବାୟ ନମୋଃ
– ଓଁ ହ୍ରିଂ ଶ୍ରୀଂ ମହାଲକ୍ଷେ୍ମø ନମଃ