ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମଙ୍ଗଳବାର ଦିନକୁ ଭଗବାନ ହନୁମାନଙ୍କୁ ସମର୍ପିତ କରାଯାଇଛି । ଏହିଦିନ ହନୁମାନଙ୍କୁ ଆରାଧନା କରିବା ଦ୍ୱାରା ଜୀବନରେ ସମସ୍ତ କଷ୍ଟ ଦୂର ହୋଇଥାଏ । ମାନ୍ୟତା ରହିଛି କି ରାମ ଭକ୍ତ ହନୁମାନ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ସେଥିପାଇଁ ତାଙ୍କର ବିଶେଷ ମହତ୍ୱ ରହିଛି । ଏହାସହିତ ହନୁମାନଙ୍କର କିଛି ମନ୍ତ୍ର ରହିଛି ଯାହାକୁ ନିୟମିତ ରୂପେ ଯପିବା ଦ୍ୱାରା ଜୀବନରେ ଆସିବାକୁ ଥିବା ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ ।
ମନସ୍କାମନା ପୁରଣ ପାଇଁ ମନ୍ତ୍ର:
ଓଁ ମହାବଳାୟ ବିରାୟ ଚିରଞ୍ଜିବିନ ଉଧତେ
ହାରଣେ ବଜ୍ରେ ଦେହାୟ ଚୋଲାଂଘ୍ନତମହାବ୍ୟୟେ । ।
ଇଛାପୂର୍ତ୍ତି ପାଇଁ ମନ୍ତ୍ର:
ଔର ମନୋରଥ ଜୋ କୋଇ ଲାଭେ
ସୋଇ ଅମିତ ଜୀବନ ଫଳ ପାବୈ ।
ରୋଜଗାର ବା ଚାକିରୀ ସମସ୍ୟା ପାଇଁ ମନ୍ତ୍ର;
ଓଁ ପିଂଗାକ୍ଷାୟ ନମଃ । ।
ଯଶ ପ୍ରାପ୍ତି ପାଇଁ ମନ୍ତ୍ର:
ଓଁ ବ୍ୟାପକାୟ ନମଃ । ।
ସର୍ବ ସୁଖ ଶାନ୍ତି ପାଇଁ ମନ୍ତ୍ର:
ଓଁ ନମୋ ଭଗବତେ ହନୁମତେ ନମଃ । ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024