ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମଙ୍ଗଳବାର ଦିନକୁ ଭଗବାନ ହନୁମାନଙ୍କୁ ସମର୍ପିତ କରାଯାଇଛି । ଏହିଦିନ ହନୁମାନଙ୍କୁ ଆରାଧନା କରିବା ଦ୍ୱାରା ଜୀବନରେ ସମସ୍ତ କଷ୍ଟ ଦୂର ହୋଇଥାଏ । ମାନ୍ୟତା ରହିଛି କି ରାମ ଭକ୍ତ ହନୁମାନ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ସେଥିପାଇଁ ତାଙ୍କର ବିଶେଷ ମହତ୍ୱ ରହିଛି । ଏହାସହିତ ହନୁମାନଙ୍କର କିଛି ମନ୍ତ୍ର ରହିଛି ଯାହାକୁ ନିୟମିତ ରୂପେ ଯପିବା ଦ୍ୱାରା ଜୀବନରେ ଆସିବାକୁ ଥିବା ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ ।
ମନସ୍କାମନା ପୁରଣ ପାଇଁ ମନ୍ତ୍ର:
ଓଁ ମହାବଳାୟ ବିରାୟ ଚିରଞ୍ଜିବିନ ଉଧତେ
ହାରଣେ ବଜ୍ରେ ଦେହାୟ ଚୋଲାଂଘ୍ନତମହାବ୍ୟୟେ । ।
ଇଛାପୂର୍ତ୍ତି ପାଇଁ ମନ୍ତ୍ର:
ଔର ମନୋରଥ ଜୋ କୋଇ ଲାଭେ
ସୋଇ ଅମିତ ଜୀବନ ଫଳ ପାବୈ ।
ରୋଜଗାର ବା ଚାକିରୀ ସମସ୍ୟା ପାଇଁ ମନ୍ତ୍ର;
ଓଁ ପିଂଗାକ୍ଷାୟ ନମଃ । ।
ଯଶ ପ୍ରାପ୍ତି ପାଇଁ ମନ୍ତ୍ର:
ଓଁ ବ୍ୟାପକାୟ ନମଃ । ।
ସର୍ବ ସୁଖ ଶାନ୍ତି ପାଇଁ ମନ୍ତ୍ର:
ଓଁ ନମୋ ଭଗବତେ ହନୁମତେ ନମଃ । ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024