ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଭଗବାନ ଶିବଙ୍କର ପ୍ରିୟ ମାସ ଶ୍ରାବଣ । ଏହି ମାସରେ ବିଧି ବିଧାନ ସହ ଶିବଶମ୍ଭୁଙ୍କ ପୂଜା କରାଯାଇଥାଏ । ଶିବଶମ୍ଭୁଙ୍କୁ ପ୍ରସନ୍ନ କରିବା ପାଇଁ ଉତ୍ତମ ହେଉଛି ଶ୍ରାବଣ । ଏହି ମାସରେ ଶ୍ରଦ୍ଧାଳୁ ଅନେକ ଉପାୟମାନ କରିଥାନ୍ତି । ଏହାସହିତ ଶ୍ରାବଣରେ ଶିବଙ୍କର ୧୦୮ ନାମ ଜପିବା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ୧୦୮ ନାମ ।
ଶ୍ରାବଣରେ ଜପନ୍ତୁ ମହାଦେବଙ୍କ ୧୦୮ ନାମ
– ଓଁ ଭୋଳାନାଥ ନମଃ
– ଓଁ କୈଳାଶ ପତି ନମଃ
– ଓଁ ଭୂତନାଥ ନମଃ
– ଓଁ ନନ୍ଦରାଜ ନମଃ
– ଓଁ ନନ୍ଦୀ କି ସୱାରୀ ନମଃ
– ଓଁ ଜ୍ୟୋତିଲିଙ୍ଗ ନମଃ
– ଓଁ ମହାକାଳ ନମଃ
– ଓଁ ରୁଦ୍ରନାଥ ନମଃ
– ଓଁ ଭୀମଶଙ୍କର ନମଃ
– ଓଁ ନଟରାଜ ନମଃ
– ଓଁ ପ୍ରଳେୟଙ୍କାର ନମଃ
– ଓଁ ଚନ୍ଦ୍ରମୋଲି ନମଃ
– ଓଁ ଡମ୍ବରୁଧାରୀ ନମଃ
– ଓଁ ଚନ୍ଦ୍ରଧାରୀ ନମଃ
– ଓଁ ମଲିକାର୍ଜୁନ ନମଃ
– ଓଁ ଭିମେଶ୍ୱର ନମଃ
– ଓଁ ବିଷଧାରୀ ନମଃ
– ଓଁ ବମ୍ ଭୋଲେ ନମଃ
– ଓଁ ଓଁକାର ସ୍ୱାମୀ ନମଃ
– ଓଁ ଓଁକାରେଶ୍ୱର ନମଃ
– ଓଁ ଶଙ୍କର ତ୍ରିଶୁଳଧାରୀ ନମଃ
– ଓଁ ବିଶ୍ୱନାଥ ନମଃ
– ଓଁ ଅନାଦିଦେବ ନମଃ
– ଓଁ ଉମାପତି ନମଃ
– ଓଁ ଗୌରପତି ନମଃ
– ଓଁ ଗଣପିତା ନମଃ
– ଓଁ ଭୋଲେବାବା ନମଃ
– ଓଁ ଶିବଜୀ ନମଃ
– ଓଁ ଶମ୍ଭୁ ନମଃ
– ଓଁ ନୀଳକଣ୍ଠ ନମଃ
– ଓଁ ମହାକାଳେଶ୍ୱର ନମଃ
– ଓଁ ତ୍ରୀପୁରାରୀ ନମଃ
– ଓଁ ତ୍ରିଲୋକନାଥ ନମଃ
– ଓଁ ତ୍ରିନେତ୍ରଧାରୀ ନମଃ
– ଓଁ ବର୍ଫାନୀ ବାବା ନମଃ
– ଓଁ ଜଗତପିତା ନମଃ
– ଓଁ ମୃତ୍ୟୁଞ୍ଜୟ ନମଃ
– ଓଁ ନାଗଧାରୀ ନମଃ
– ଓଁ ରାମେଶ୍ୱର ନମଃ
– ଓଁ ଲଙ୍କେଶ୍ୱର ନମଃ
– ଓଁ ଅମରନାଥ ନମଃ
– ଓଁ କେଦାରନାଥ ନମଃ
– ଓଁ ମଙ୍ଗଳେଶ୍ୱର ନମଃ
– ଓଁ ଅର୍ଦ୍ଧନାରେଶ୍ୱର ନମଃ
– ଓଁ ନାଗାର୍ଜୁନ ନମଃ
– ଓଁ ଜଟାଧାରୀ ନମଃ
– ଓଁ ନୀଳେଶ୍ୱର ନମଃ
– ଓଁ ଗଳସର୍ପମାଳା ନମଃ
– ଓଁ ଦିନନାଥ ନମଃ
– ଓଁ ସୋମନାଥ ନମଃ
– ଓଁ ଯୋଗୀ ନମଃ
– ଓଁ ଭଣ୍ଡାରୀ ବାବା ନମଃ
– ଓଁ ବମଲେହରୀ ନମଃ
– ଓଁ ଗୌରୀଶଙ୍କର ନମଃ
– ଓଁ ଶିବକାନ୍ତ ନମଃ
– ଓଁ ମହେଶ୍ୱରାୟ ନମଃ
– ଓଁ ମହେଶ ନମଃ
– ଓଁ ଆଲୋକନାଥ ନମଃ
– ଓଁ ଆଦିନାଥ ନମଃ
– ଓଁ ଦେବଦେବେଶ୍ୱର ନମଃ
– ଓଁ ପ୍ରାଣନାଥ ନମଃ
– ଓଁ ଶିବମ୍ ନମଃ
– ଓଁ ମହାଦନେୀ ନମଃ
– ଓଁ ଶିବଦାନୀ ନମଃ
– ଓଁ ସଙ୍କଟହାରୀ ନମଃ
– ଓଁ ମହେଶ୍ୱର ନମଃ
– ଓଁ ରୁଣ୍ଡମାଳାଧାରୀ ନମଃ
– ଓଁ ଜଗପାଳନକର୍ତ୍ତା ନମଃ
– ଓଁ ପଶୁପତି ନମଃ
– ଓଁ ସଙ୍ଗମେଶ୍ୱର ନମଃ
– ଓଁ ଦକ୍ଷେଶ୍ୱର ନମଃ
– ଓଁ ଘ୍ରିଶ୍ନେଶ୍ୱର ନମଃ
– ଓଁ ମଣିମହେଶ ନମଃ
– ଓଁ ଅନାଦି ନମଃ
– ଓଁ ଅମର ନମଃ
– ଓଁ ଆଶୁତୋଷ ମହାରାଜ ନମଃ
– ଓଁ ବିଳବକେଶ୍ୱର ନମଃ
– ଓଁ ଅଚଳଶ୍ୱର ନମଃ
– ଓଁ ଅଭୟଂକର ନମଃ
– ଓଁ ପାତାଳେଶ୍ୱର ନମଃ
– ଓଁ ଘୁଘେଶ୍ୱର ନମଃ
– ଓଁ ସର୍ପଧାରୀ ନମଃ
– ଓଁ ତ୍ରିଲୋକେଶ୍ୱର ନମଃ
– ଓଁ ହଠ ଯୋଗୀ ନମଃ
– ଓଁ ବେଲେଶ୍ୱର ନମଃ
– ଓଁ ନାଗାଧିରାଜ ନମଃ
– ଓଁ ସର୍ବେଶ୍ୱର ନମଃ
– ଓଁ ଉମାକାନ୍ତ ନମଃ
– ଓଁ ବାବା ଚନ୍ଦ୍ରେଶ୍ୱର ନମଃ
– ଓଁ ତ୍ରିକାଳେଶ୍ୱର ନମଃ
– ଓଁ ତ୍ରିଲୋକି ସ୍ୱାମୀ ନମଃ
– ଓଁ ମହାଦେବ ନମଃ
– ଓଁ ଗଢଶଙ୍କର ନମଃ
– ଓଁ ମୁକ୍ତେଶ୍ୱର ନମଃ
– ଓଁ ନଟେଶ୍ୱର ନମଃ
– ଓଁ ଗିରିଜାପତି ନମଃ
– ଓଁ ଭଦ୍ରେଶ୍ୱର ନମଃ
– ଓଁ ତ୍ରିପୁନାଶକ ନମଃ
– ଓଁ ନିର୍ଜେଶ୍ୱର ନମଃ
– ଓଁ କିରାତେଶ୍ୱର ନମଃ
– ଓଁ ଜାଗେଶ୍ୱର ନମଃ
– ଓଁ ଅବଧୂତପତି ନମଃ
– ଓଁ ଭିଲପତି ନମଃ
– ଓଁ ଜୀତନାଥ ନମଃ
– ଓଁ ବୃଷେଶ୍ୱର ନମଃ
– ଓଁ ଭୂତେଶ୍ୱର ନମଃ
– ଓଁ ବୈଜୁନାଥ ନମଃ
– ଓଁ ନାଗେଶ୍ୱର ନମଃ