ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ନବରାତ୍ରୀର ଷଷ୍ଠୀ ପୂଜା । ମା’ ଦୁର୍ଗା କାତ୍ୟାୟନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସେଥିଲାଗି ବିଭିନ୍ନ ଦେବୀ ମନ୍ଦିର ଚଳଚଞ୍ଚଳ ହୋଇଉଠିଛି ।
ରାକ୍ଷସଙ୍କୁ ବଧ କରିବା ଲାଗି ଦେବୀ ମହର୍ଷି କତ୍ୟଙ୍କ ଝିଅ ଭାବେ ଜନ୍ମ ନେଇଥିବାରୁ ତାଙ୍କୁ କାତ୍ୟାୟନୀ ବୋଲି କୁହାଯାଉଛି । ପଦ୍ମଫୁଲ, ଖଡ୍ଗ ଏବଂ ସ୍ୱର୍ଣ୍ଣ ଆଭୁଷଣରେ ଶୁସଜିତ ଚର୍ତୁଭୂଜା ଦେବୀ ସିଂହ ଉପରେ ବସି ବିରାଜମାନ କରିଥାନ୍ତି । ମା’ଙ୍କ ଏହି କାତ୍ୟାୟନୀ ବେଶକୁ ପୂଜାର୍ଚ୍ଚନା କଲେ ଧର୍ମ, ଅର୍ଥ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି ।
ମା’ଙ୍କୁ ପୂଜା କରିବାର ବିଧି: ଘରର ଉତ୍ତର କୋଣରେ ଏକ ହଳଦିଆ ରଙ୍ଗର କପଡା ବିଛାଇ ସେଥିରେ ନବଦୁର୍ଗା ଦେବୀ ସହିତ କାତ୍ୟାୟନୀଙ୍କ ଫଟୋ ରଖି ବିଧିବଧ ଭାବେ ପୂଜା କରନ୍ତୁ । ହଳଦୀ ମିଶ୍ରିତ ଘିଅ ଦୀପ ଜଳାନ୍ତୁ । ଏହାସହିତ ହଳଦିଆ ଚନ୍ଦନ, ହଳଦିଆ ଫୁଲ ଏବଂ ବେସନ ହାଲୱା ଚଢାନ୍ତୁ । ଭୋଗ କରି ସାରିବା ପରେ ସେହି ପ୍ରସାଦକୁ କୌଣସି କନ୍ୟାକୁ ବାଣ୍ଟି ଦିଅନ୍ତୁ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024